ଶାସ୍ତ୍ରୀନଗରରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୧ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାସ୍ତ୍ରୀନଗରରେ କୌଣସି କାରଣକୁ ନେଇ ଜଣେ ବ୍ୟକ୍ତିଙ୍କୁ ଜଣେ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାକୁ ନେଇ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ ହେବା ପରେ ବଲାଙ୍ଗିର ଟାଉନ ପୋଲିସ ଅଭିଯୋଗକୁ ଭିତ୍ତି କରି ଶାସ୍ତ୍ରୀ ନଗରର ଅଭିଯୁକ୍ତ ଭୋଜରାଜ୍ ଓରଫ ଦେବଲାଲ ବିଶିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.

error: Content is protected !!