ls

ଆଜିର ପାଖାପାଖି ପନିପରିବା ଦର

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ – ୧୫ ଟଙ୍କା, ଭେଣ୍ଡି – ୫୦ ଟଙ୍କା, ବିମ୍‌ – ୬୦ ଟଙ୍କା, ସିମ୍ବ – ୬୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୧୨୦ ଟଙ୍କା, ଅଦା – ୬୦ ଟଙ୍କା, ରଷୁଣ – ୧୨୦ ଟଙ୍କା, କେପ୍‌ସିକମ୍‌ – ୪୦ ଟଙ୍କା, ଗାଜର – ୫୦ ଟଙ୍କା, ବିଟ୍‌ – ୬୦ ଟଙ୍କା, ମୁକ୍ତାକେଶୀ ବାଇଗଣ – ୨୦ ଟଙ୍କା, କଳା ବାଇଗଣ – ୨୦ ଟଙ୍କା, ଅମୃତଭଣ୍ଡା – ୧୦ ଟଙ୍କା, କୁନ୍ଦୁରୁ – ୨୦ ଟଙ୍କା, ଲାଉ – ୩୦ ଟଙ୍କା, ଗୁଆଁର – ୪୦ ଟଙ୍କା, କାକୁଡ଼ି – ୪୦ ଟଙ୍କା, ଫୁଲକୋବି – ୨୦ ଟଙ୍କା, ବଂଧାକୋବି – ୧୬ଟଙ୍କା, ବ୍ରୁ କୋଲି- ୪୦ ଟଙ୍କା, ଝୁଲଣ (ଝୁନ୍‌ଗା) – ୫୦ ଟଙ୍କା, କଖାରୁ (ମାଖନ୍‌) – ୧୫ ଟଙ୍କା, କଲରା – ୫୦ ଟଙ୍କା, କଂଚା କଦଳି – ୩୦ ଟଙ୍କା, ଖମ୍ବ ଆଳୁ – ୬୦ ଟଙ୍କା, ଧନିଆଁ ପତ୍ର – ୮୦ ଟଙ୍କା, କଂଚାଲଙ୍କା – ୮୦ ଟଙ୍କା, ଭାଜି ଶାଗ -୩୦ ଟଙ୍କା, ମେଥି ଶାଗ – ୪୦ ଟଙ୍କା, ପାଳଙ୍ଗ ଶାଗ – ୩୦ ଟଙ୍କା, ମୂଳା -୧୫ ଟଙ୍କା, ଆଳୁ – ୧୬ ଟଙ୍କା, ପିଆଜ – ୫୦ ଟଙ୍କା, ରାଂଚି କଂଚା ମଟର – ୪୦ ଟଙ୍କା, ରାୟପୁର କଂଚା ମଟର – ୩୦ ଟଙ୍କା ।
ସୌଜନ୍ୟ : ଶିଶୁପାଲ ସାହୁ, ମହାଲକ୍ଷ୍ମୀ ପନିପରିବା ଦେକାନ, ଶାନ୍ତିପଡ଼ା, ବଲାଙ୍ଗିର, ମୋ.ନଂ.୯୪୩୭୧୮୦୮୬୯

pc pk
Leave A Reply

Your email address will not be published.