୧୦ ଫୁଟର ଅଜଗର ସାପ ଉଦ୍ଧାର ଓଡିଶା By Koshala Prabaha On Thursday 17th June 2021, 5:22 pm Share ପାଟଣାଗଡ, (ଗୋରେଖନାଥ ବରିହା) : ୧୦ ଫୁଟର ଏକ ଅଜଗର ସାପଦ୍ଧାର ହୋଇଥିବା ଜଣାପଡିଛି । ପାଟଣାଗଡ ବ୍ଲକ ଗଞ୍ଜାଉଡାର ଗ୍ରାମରେ ଏହାକୁ ଦେଖିବାକୁ ମିଳିଛି । ଧ୍ରୁବ ସୁନା ନାମକ ଜଣେ ଯୁବକ ଜଣଙ୍କ ଗାଇ ଗୁହାଳରୁ ଏହି ସାପକୁ ଉଦ୍ଧାର କରି ସ୍ଥାନୀୟ ବନ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି । patanagarh news