om academy

ସ୍ନେକ ହେଲ୍ପଲାଇନ ସହାୟତାରେ ୧୪ଫୁଟ ଲମ୍ବାର ଅହିରାଜ ସାପ ଉଦ୍ଧାର

jsm

ମୟୁରଭଞ୍ଜ : ସ୍ନେକ ହେଲ୍ପଲାଇନ ସହାୟତାରେ ୧୪ଫୁଟ ଲମ୍ବାର ଅହିରାଜ ସାପ ଉଦ୍ଧାର ହୋଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ମୟୁରଭଞ୍ଜ ବାଙ୍ଗିରିପୋଷି ରେଞ୍ଜ ନିଶ୍ଚିତା ଗାଁରୁ ଜଣେ ବ୍ୟକ୍ତିଙ୍କ ଶୋଇବା ଘରେ ପଶିଯାଇଥିବା ବେଳେ ସ୍ନେକ ହେଲ୍ପଲାଇନ ସହାୟତାରେ ସାପଟିକୁ ଉଦ୍ଧାର କରାଯାଇଛି । ସୁରକ୍ଷିତ ଭାବେ ଅହିରାଜକୁ ବାଙ୍ଗିରିପୋଷି ଘାଟି ଜଙ୍ଗଲରେ ଛାଡି ଦିଆଯାଇଥିବା ସ୍ନେକ ହେଲ୍ପଲାଇନର ଜଣେ ସଦସ୍ୟ କହିଛନ୍ତି ।

Leave A Reply

Your email address will not be published.