ପୁରୀ ପୌରପାଳିକା ପକ୍ଷରୁ ଅହିଂସା ରଥକୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାର ସ୍ୱାଗତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁରୀ ପୌରପାଳିକା ପକ୍ଷରୁ ଅହିଂସା ରଥକୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାର ସ୍ୱାଗତ କରାଯାଇଥିଲା । ଏଥିସହିତ ପାରମ୍ପରିକ ବାଦ୍ୟଯନ୍ତ୍ର ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.