ବଲାଙ୍ଗିର ଜିଲ୍ଲା ପୌର ପରିଷଦ ନିର୍ବାଚନରେ ବିଜେଡ଼ି ୩ ଓ ବିଜେପି ୧ଟି ପୌରାଧ୍ୟକ୍ଷ ଆସନରେ ଆଗୁଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୌର ପରିଷଦ ନିର୍ବାଚନରେ ବିଜେଡ଼ି ୩ ଓ ବିଜେପି ୧ଟି ପୌରାଧ୍ୟକ୍ଷ ଆସନରେ ଆଗୁଆ ରହିଥିବା ସୂଚନା ମିଳିଛି । ତୁରନ୍ତ ମିଳିଥିବା ସୂଚନା ଅନୁସାରେ ବିଜେଡ଼ି ପ୍ରାର୍ଥୀ ଅଜୟ ଜୟସ୍ୱାଲ ତୁଷୁରା ଏନ୍‌ଏସିରେ ପୌରାଧ୍ୟକ୍ଷ ଭାବେ ବିଜୟୀ ହୋଇ ସାରିଛନ୍ତି । ବଲାଙ୍ଗିର ପୌର ପରିଷଦ, ପାଟଣାଗଡ଼ ଏନ୍‌ଏସି ଏବଂ କଂଟାବାଂଜି ଏନ୍‌ଏସିରେ ବିଜେଡ଼ି ଆଗୁଆ ରହିଛି ।

Leave A Reply

Your email address will not be published.