ବୈପାରିଗୁଡା, (କେପିଏନ୍ଏସ୍) : ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ନିଆଁ ବ୍ୟାପିଲା । ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଥିବା ଏକ କବାଡି ଖାନାରେ । ଗତକାଲି ମଧ୍ୟରାତ୍ର ୨ଟାରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ କର୍ମଚାରୀ ନିଆକୁ ଆୟତ୍ତ କରିବାରେ ଲାଗିଥିଲେ । ବିଶେଷ କରି ସେଇ କବାଡି ଖାନାରେ ଅଦରକାରୀ ପ୍ଲାଷ୍ଟିକ ବସ୍ତୁ ମହଜୁଦ ଥିଲା ।
Prev Post