om academy

ଭୁବନେଶ୍ୱରର ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ

jsm

ଭୁବନେଶ୍ୱର : ଭୁବନେଶ୍ୱର ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ । କଳ୍ପନା ଛକରେ ଥିବା ତୃପ୍ତି ରେଷ୍ଟୁରାଣ୍ଡରେ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ କଳ୍ପନା ଛକରେ ଥିବା ତୃପ୍ତି ରେଷ୍ଟୁରାଣ୍ଡରେ ନିଆଁ ଲାଗିଥିବାର ଖବର ମିଳିଥିଲା । ରୋଷେଇ ଘରେ ରୋଷେଇ ଚାଲୁଥିବା ବେଳେ ନିଆଁ ଲାଗିଥିଲା । ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

Leave A Reply

Your email address will not be published.