ବୁର୍ଲା ଭୀମସାରର ଅଧ୍ୟକ୍ଷ ଓ ଅଧିକ୍ଷକ ବଦଳିଲେ

ସମ୍ବଲପୁର : ବୁର୍ଲା ଭୀମସାରର ଅଧ୍ୟକ୍ଷ ଓ ଅଧିକ୍ଷକ ବଦଳିଲେ । ପୂର୍ବରୁ ଅଧ୍ୟକ୍ଷ ଥିବା ଜୟଶ୍ରୀ ଦୋରା ବଦଳି ହୋଇଛନ୍ତି, ତାଙ୍କ ସ୍ଥନରେ ଭୀମସାର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ପୂର୍ବରୁ ଅଧିକ୍ଷକ ଥିବା ପ୍ରଫେସର ଡାକ୍ତର ବ୍ରଜ ମୋହନ ମିଶ୍ର ବଦଳି ହେବା ସହ ତାଙ୍କ ସ୍ଥାନ ଗ୍ରହଣ କରିଛନ୍ତି ଚକ୍ଷୁ ରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଜୟଶ୍ରୀ ଦୋରା ।

Leave A Reply

Your email address will not be published.