ନିମ୍ନମାନର କାମ ଯୋଗୁଁ ଶହେ ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ଲଗା ଫ୍ଲାଗ ପୋଷ୍ଟ ଭାଙ୍ଗିଗଲା ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମାନ୍ୟ ଝଡ଼-ବର୍ଷା ଓ ପବନରେ ଗତକାଲି ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମୁଖରେ ଥିବା ଶହେ ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ଲଗା ଫ୍ଲାଗ ପୋଷ୍ଟ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ଏହା ଯେ, ଏବେ ସୁଦ୍ଧା ପଡ଼ି ରହିଛି, ତାହା କ’ଣ ଜାତୀୟ ପତାକାକୁ ଅବମାନନା ନୁହଁ କି ? ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.