କୋଶଳ କଳାମଣ୍ଡଳ ପଡିଆରୁ ଜଣେ ବେପାରୀଙ୍କ ମୋବାଇଲ ଚୋରି ହୋଇଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରୁ ଜଣେ ବେପାରୀଙ୍କ ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବେପାରୀ ଜଣକ ହେଲେ ଯାଜପୁର ଜିଲ୍ଲା କୁଆଖିଆର ତ୍ରିନାଥ ବେହେରା । ଗତକାଲି ସେ କୋଶଳ କଳାମଣ୍ଡଳ ପଡିଆକୁ ଆସିଥିଲେ । ହେଲେ ସେଠାରୁ ତାଙ୍କ ମୋବାଇଲ ଚୋରି ହୋଇଛି । ଏନେଇ ତ୍ରିନାଥ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.