ବୁର୍ଲା ଠାରେ ଯୁବକଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ, ଘଟଣାସ୍ଥଳରେ ପହଂଚି ତଦନ୍ତ କଲେ ଏସ୍‌ଡିପିଓ ଓ ସାଇଣ୍ଟିଫିକ୍‌ ଟିମ୍‌

ବୁର୍ଲା, (କେପିଏନ୍‌ଏସ୍‌) : ବୁର୍ଲା ଠାରେ ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା ଖବର ପାଇବା ପରେ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛନ୍ତି ଏସ୍‌ଡିପିଓ ଓ ସାଇଣ୍ଟିଫିକ୍‌ ଟିମ୍‌ । ତେବେ ଏହି ଘଟଣାଟି ପୂର୍ବ ଶତୃତାକୁ ନେଇ ଘଟିଥିବା ଜଣାପଡିଛି ।

Leave A Reply

Your email address will not be published.