oom

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଲେରିଆ ସଚେତନତା ଅଭିଯାନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଘୁନସର ଗ୍ରାମରେ ଓଡିଶୀ ଅନୁଷ୍ଠାନ କୁମ୍ଭାରୀ ଦ୍ୱାରା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଲେରିଆ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଗାଁ ଗାଁକୁ ଯାଇ ଏହି କଳାକାରମାନେ କରୋନା ସଚେତନତା, ମେଲେରିଆ ସଚେତନତା, ବାଲ୍ୟ ବିବାହ ବନ୍ଦ କରିବା ଭଳି ଅନକେ ସଚେତନତାକୁ ଗୀତ ମାଧ୍ୟମରେ ବିଭୂତି ଭୂଷଣ ପୋଡ, ଫକୀର ବଗର୍ତି, ଲିଙ୍ଗରାଜ ରଣା, ରଞ୍ଜିତା ବରିହା, ପ୍ରଦୀପ ପୁଟେଲ ପ୍ରମୁଖ ଅଭିନୟ କରି ଲୋକଙ୍କୁ ସଚେତନତା କରୁଛନ୍ତି । ଏଥିରେ ସ୍ଥାନୀୟ ଆଶାକର୍ମୀ ମଧ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.