oum

ଦିନିକିଆ କୋରାପୁଟ ଜିଲା ଗସ୍ତରେ ପୋଲିସ ଡିଜି ଅଭୟ

jsm

କୋରାପୁଟ : ଦିନିକିଆ କୋରାପୁଟ ଜିଲ୍ଲା ଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି କୋରାପୁଟ ଆସି ଉଦ୍‌ଘାଟନ କରିଛନ୍ତି ନବନିର୍ମିତ ପୋଲିସ ଆର୍‌ଆଇ କାର୍ୟ୍ୟାଳୟ । ଏଥିସହ ଏଠାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଜିଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନେଇ ଆୟୋଜିତ ସଭାରେ ମାଓବାଦୀ ଦମନ, ଗଞ୍ଜାଇ ଚୋରାଚାଲାଣ ରୋକିବା ଆଦି ଉପରେ ସତନ୍ତ୍ର ରଣନୀତି ନେବା ସହ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଗୁରୁତ୍ୱ ଦେଇଛନ୍ତି ।

Leave A Reply

Your email address will not be published.