ସାଲେପାଲିରେ ତିନି ଠାକୁରଙ୍କ ରାମ ଅବତାର ଓଡିଶା By Koshala Prabaha On Thursday 7th July 2022, 7:25 pm Share ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ମାଉସୀ ମନ୍ଦିରରେ ମଙ୍ଗଳବାର ତିନି ଠାକୁରଙ୍କ ରାମ ଅବତାର କରାଯାଇଥିଲା । ଏହି ଅବତାରକୁ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉତ୍ସାହର ସହିତ ଦର୍ଶନ କରିବାକୁ ସ୍ଥାନୀୟ ମାଉସୀ ମନ୍ଦିରକୁ ଆସିଥିଲେ ।