oum

ଅବକାରୀ ମୋବାଇଲ ସ୍କ୍ୱାର୍ଡର ଚଢାଉ : ବିପୁଳ ପରିମାଣରେ ପୋଚ ନଷ୍ଟ ସହ ୩ ଗିରଫ

jsm

କେନ୍ଦୁଝର : ପାଟଣା ଥାନା ଅଂଚଳରେ ପାଟଣା ଅବକାରୀ ବିଭାଗ ଓ କେନ୍ଦୁଝର ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ବିଭିନ୍ନ ଜାଗାରେ ଚଢ଼ାଉ କରି ବିପୁଳ ପରିମାଣରପୋଚ ନଷ୍ଟ କରିଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ଭାଲିଡ଼ିହା ପରମଗୋଠ ସାହିରୁ ୧୦୦୦ କିଲୋ, ରାଧାପୁରରୁ ୭୨୦ କିଲୋ ଓ ଚୁନୁସାହିରୁ ୬୦୦ କିଲୋ ମହୁଲ ପୋଚ ନଷ୍ଟ କରିବା ସହ ମଦ ରନ୍ଧା ସାମଗ୍ରୀକୁ ଜବଦ କରିଥିଲେ । ଏ ଘଟଣାରେ ୩ ଜଣ ମଦ ମାଫିଆକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

Leave A Reply

Your email address will not be published.