ଆରପାରିରେ ବିଜେଡି ନେତା ଶ୍ରୀବତ୍ସ୍ୟ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୂର୍ବତନ ବିଜେଡି କୃଷକ ସଭାପତି ତଥା ଭୁତିଆରବାହାଲ ସମିତି ସଭ୍ୟ ବିଜେଡି ନେତା ଶ୍ରୀବତ୍ସ୍ୟ ସାହୁଙ୍କ ଦେହାନ୍ତ ହୋଇଯାଇଥିବା ଜଣାପଡିଛି । ଜଣେ ଲୋକପ୍ରିୟ ଜନ ପ୍ରତିନିଧି ଭାବରେ ସେ ବଲାଙ୍ଗିର ଜିଲ୍ଲାରେ ବେଶ୍‌ ସୁନାମ ଅର୍ଜନ କରିଥିଲେ । ତାଙ୍କ ଦେହାନ୍ତରେ ସାରା ବଲାଙ୍ଗିର ଜିଲ୍ଲାରେ ଓ ବିଜେଡି ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.