centurian jitm

ଗଞ୍ଜାମ ସହରରେ ଖୋଲିଲା ଆହାର କେନ୍ଦ୍ର

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ସହର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଆହାର କେନ୍ଦ୍ର ଖୋଲିବାକୁ ପ୍ରଶାସନ ଯୋଗ୍ୟ ବିବେଚନା କରି ଫାଇଭ-ଟି ଯୋଜନାରେ ସାମିଲ କରିଛନ୍ତି । ଗଞ୍ଜାମ ସହରରେ ଗତକାଲି ଆହାର କେନ୍ଦ୍ର ଖୋଲିଛି । ଏହାକୁ ଆନୁଷ୍ଠାନିକ ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଶୁଭ ଉଦ୍‌ଘାଟନ କରିଛନ୍ତି ।

Leave A Reply

Your email address will not be published.