୪ ଦଫା ଦାବୀ ନେଇ ଧାରଣାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୪ ଦଫା ଦାବୀ ନେଇ ଆଜି ଧାରଣାକୁ ଓହ୍ଲାଇଛି ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତ ସଂଘ । ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ରେଳ ଷ୍ଟେସନରେ ଜାରି ରହିଛି ଧାରଣା । ଏହି ଧାରଣାରେ ବିକ୍ରମ ବହିଦାର, ଗୋପଭୂଷଣ ନାଥ, ଧର୍ମବ୍ରତ ରଥ, ଅଶୋକ ମିଶ୍ର, ଦିବାକର ହୋତା, ମନୋରଂଜନ ପୁରୋହିତ, ପଦ୍ମଚରଣ ଆଚାର୍ଯ୍ୟ, ଅଶୋକ ଚାନ୍ଦ, ଅନୀଲ ନନ୍ଦଙ୍କ ସହ ଶତାଧିକ ସଂଘ ସଦସ୍ୟମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.