ଓମିକ୍ରନ୍ ଯୋଗୁଁ ଆସନ୍ତା ୪ ସପ୍ତାହ ପାଇଁ ବିଶ୍ୱବ୍ୟାପୀ ୱିପ୍ରୋର ସମସ୍ତ କାର୍ଯ୍ୟାଳୟ ବନ୍ଦ ଦେଶ ବିଦେଶ By Koshala Prabaha On Thursday 13th January 2022, 5:56 pm Share ନୂଆଦିଲ୍ଲୀ : ଓମିକ୍ରନ୍ ଯୋଗୁଁ ବେଙ୍ଗାଲୁରୁ ସ୍ଥିତ ପ୍ରମୁଖ ଆଇଟି କମ୍ପାନୀ ୱିପ୍ରୋ ସମଗ୍ର ବିଶ୍ୱରେ ଥିବା ନିଜର ସମସ୍ତ ଅଫିସକୁ ଆସନ୍ତା ଚାରି ସପ୍ତାହ ପାଇଁ ସର୍ବଭାରତୀୟ ସ୍ତରରେ ଏହାର କାର୍ଯ୍ୟାଳୟ ବନ୍ଦ କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । news of india