om academy

ଦିଲ୍ଲୀରେ ୱିକେଣ୍ଡ କର୍ଫ୍ୟୁ ଉଠିପାରେ, ସିଏମ କେଜ୍ରିୱାଲ ଉପରାଜ୍ୟପାଳଙ୍କୁ ସୁପାରିଶ କଲେ

jsm

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ହେଉଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଏବଂ ରବିବାର ଦିନ ଲାଗୁ ହୋଇଥିବା କର୍ଫ୍ୟୁ ବନ୍ଦ କରିବାକୁ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ନିକଟକୁ ଏକ ସୁପାରିଶ ପଠାଇଛନ୍ତି । କର୍ଫ୍ୟୁ ବ୍ୟତୀତ ସିଏମ କେଜ୍ରିୱାଲ ବଜାରରେ ମଧ୍ୟ ରହିଥିବା କଟକଣା ବ୍ୟବସ୍ଥାକୁ ହଟାଇବାକୁ ଏବଂ ଘରୋଇ କାର୍ଯ୍ୟାଳୟକୁ ୫୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବାକୁ ଅନୁମତି ଦେବାକୁ ଉପରାଜ୍ୟପାଳଙ୍କୁ କହିଛନ୍ତି ।

Leave A Reply

Your email address will not be published.