ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ କାର ଦୁର୍ଘଟଣା

ରୁର୍କି : ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ କାର ଦୁର୍ଘଟଣା ହୋଇଥିବା ଖବର ମିଳିଛି । ତେବେ ରିଷଭ ରୁର୍କି ଫେରୁଥିବା ବେଳେ ତାଙ୍କ କାର ଡିଭାଇଡର୍ ସହିତ ଧକ୍କା ହୋଇଥିଲା । ଫଳରେ ରୁର୍କିର ଗୁରୁକୁଲ ଠାରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ରିଷଭ । ଦୁର୍ଘଟଣାରେ ତାଙ୍କର ଶରୀରର ଅନେକ ସ୍ଥାନରେ ଆହତ ଲଶଗିଥିବା ବେଳେ ଏହି ଦୁର୍ଘଟଣା ପରେ ତାଙ୍କ କାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଦୁର୍ଘଟଣା ପରେ ପନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.