ବଲିଉଡ୍‌ ଏବଂ ଭୋଜପୁରୀର ପ୍ରସିଦ୍ଧ ଅଭିନେତା ବ୍ରିଜେଶ ତ୍ରିପାଠୀ ଆଉ ନାହାଁନ୍ତି

ମୁମ୍ଵାଇ : ବଲିଉଡ୍‌ ଏବଂ ଭୋଜପୁରୀ ପ୍ରସିଦ୍ଧ ଅଭିନେତା ବ୍ରିଜେଶ ତ୍ରିପାଠୀଙ୍କ ପରଲୋକ ହୋଇଯାଇଥିବା ଖବର ମିଳିଛି । ସେ ତାଙ୍କ ମୁମ୍ବାଇରେ ଥିବା ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଖବର ଅନୁଯାୟୀ, ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ମୃତ୍ୟୁ ବେଳକୁ ପ୍ରାୟ ୭୨ବର୍ଷ ହୋଇଥିଲା ଏବଂ ଗତ ୪୬ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଆସିଥିଲେ ।

Leave A Reply

Your email address will not be published.