ଦୀର୍ଘ ୧୧ ମାସ ପରେ ଖସିଲା ଖୁଚୁରା ମୁଦ୍ରାସ୍ଫୀତିର ହାର

ନୂଆଦିଲ୍ଲୀ : ଦୀର୍ଘ ୧୧ ମାସ ପରେ ଖୁଚୁରା ମୁଦ୍ରାସ୍ଫୀତିର ହାର ପ୍ରାୟ ୬% ନିକଟବର୍ତ୍ତୀରେ ରହିଛି । ଏପରିକି ଚଳିତ ବର୍ଷ ନଭେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତିର ହାର ପ୍ରାୟ ୧%(୦.୮୯) ଖସି ୫.୮୮% ରେ ରହିଛି । ୨୦୨୨ ଅକ୍ଟୋବର ମାସରେ ଏହି ହାର ୬.୭୭%ରେ ରହିଥିଲା । ବିଶେଷକରି ନଭେମ୍ବରରେ ହ୍ରାସ ପାଇଥିବା ମୁଦ୍ରାସ୍ପୀତି ହାର ଯୋଗୁ ଦରଦାମ ହ୍ରାସ ବା ନିୟନ୍ତ୍ରଣରେ ରହିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

Leave A Reply

Your email address will not be published.