ନୂଆଦିଲ୍ଲୀ : ଦିଲ୍ଲୀର ମୁସ୍ତଫାବାଦର ବାବୁନଗରରେ ଆଜି ସକାଳେ ଏକ ଘର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇ ୩ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏହି ଘଟଣାରେ ଆଉ କ’ଣ କ୍ଷୟକ୍ଷତି ଘଟିଛି ତାହା ପରେ ଆକଳନ କରାଯିବ ବୋଲି ଦମକଳ ବାହିନୀର ଜଣେ ଅଧିକାରୀ କହିଛନ୍ତି ।
Next Post