ପଶ୍ଚିମବଙ୍ଗରେ ଆଜିଠୁ ୩୦ ମଇ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ

ପଶ୍ଚିମବଙ୍ଗ : ମହାମାରୀ କରୋନାର ପ୍ରଥମ ଲହରୀ ସାରା ବିଶ୍ୱରେ ତାର କାୟା ବିସ୍ତାର କରିସାରିଥିବା ବେଳେ ବର୍ତ୍ତମାନ ତାର ଦ୍ୱିିତୀୟ ଲହରୀ ମାନବବ ସମାଜକୁ କବଳିତ କରିିି ରଖିଛି । ତେବେ ତାକୁ ଆଖି ଆଗରେ ରଖି ଆଜିଠାରୁ ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ଲକଡାଉନ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି । ଫଳରେ ଆଜିଠୁ ୩୦ ମଇ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ଲକଡାଉନରେ ରହିବ । ଲକଡାଉନରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ସବୁ କିଛି ବନ୍ଦ ରହିବ ବୋଲି ଜଣାପଡିଛି ।

Leave A Reply

Your email address will not be published.