oum

କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇନାହିଁ, କୃଷକ କେବଳ ଯନ୍ତ୍ରଣା ପାଇଛି : ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ସିଦ୍ଧୁ

jsm

ଚଣ୍ଡୀଗଡ଼ : ବିଜେପି ଏବଂ ମୋଦୀ ସରକାରଙ୍କ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ପଞ୍ଜାବ କଂଗ୍ରେସ କହିଛି ଯେ, କେନ୍ଦ୍ରର କୃଷକ ବିରୋଧୀ ନୀତି କୃଷକ ସମ୍ପ୍ରଦାୟକୁ ଗୁରୁତର ଅସୁବିଧାରେ ପକାଇଛି । ବୁଧବାର ଦିନ ମିଳିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳର ମୁଖପାତ୍ର ରଣଦୀପ ସୁରଜୱାଲା ଏବଂ ପଞ୍ଜାବ ୟୁନିଟ୍ ମୁଖ୍ୟ ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ, ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇନାହିଁ । ସେମାନଙ୍କ ସମସ୍ୟା ୧୦୦ ଗୁଣ ବୃଦ୍ଧି ପାଇଛି । କୃଷକ କେବଳ ଯନ୍ତ୍ରଣା ପାଇଛି ।

Leave A Reply

Your email address will not be published.