ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ । ଏହା ସାଙ୍ଗକୁ କାଳ ସାଜିଛି ଅଦିନିଆ ବର୍ଷା । ବର୍ଷା ଯୋଗୁଁ ରାଜଧାନୀର ରାସ୍ତା ମାନଙ୍କରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଶୀତ ସାଙ୍ଗକୁ ଏହି ଅଦିନିଆ ବର୍ଷାରେ ବେହାଲ ହୋଇପଡିଛି ଦିଲ୍ଲୀର ଜନଜୀବନ । ରାଜଧାନୀର ଅଧିକାଂଶ ଇଲାକାରେ ଶନିବାର ରାତିରୁ ବର୍ଷା ଲାଗି ରହିଛି । ଶୀତ ଲହରୀ ସାଙ୍ଗକୁ ବର୍ଷା ଯୋଗୁଁ ତାପାମାତ୍ରା ହ୍ରାସ ପାଇଛି ।
Next Post