ମୁମ୍ବାଇ : ଜେମ୍ସ କାମେରୁନଙ୍କ ଅବତାର ୨ ଫିଲ୍ମ ସାରା ବିଶ୍ୱରେ ଜବରଦସ୍ତ ବ୍ୟବସାୟ କରୁଛି । ରିପୋର୍ଟ ମୁତାବକ ଏହା ପାଖାପାଖି ୧୩ ହଜାର କୋଟି ଟଙ୍କାର ବ୍ୟବସାୟ କରିସାରିଛି । ଭାରତରେ ମଧ୍ୟ ଏହା ରେକର୍ଡ ବ୍ୟବସାୟ ଜାରି ରଖିଛି । ରବିବାର ଆଡଭାନ୍ସ ବୁକିଂ ରିପୋର୍ଟ ଆସିବା ପରେ ଏହା ୩୭୨.୨୫ କୋଟି ଟଙ୍କାର ବ୍ୟବସାୟ କରିସାରିଛି । ଏଥିସହ ଏହା ଭାରତର ଏକ ନମ୍ବର ହଲିଉଡ ଫିଲ୍ମ ସାଜିଛି ।
Next Post