om academy

ଦେଶରେ କରୋନା ସଂକ୍ରମଣ ମନ୍ଥର, କିନ୍ତୁ ମୃତ୍ୟୁ ସଂଖ୍ୟା କମୁନାହିଁ, ୨୪ ଘଣ୍ଟା ମଧ୍ୟରେ ୯୫୯ ଜଣଙ୍କ ମୃତ୍ୟୁ

jsm

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମନ୍ଥର ହେବା ପରି ମନେହେଉଛି । ଆଜି ୨ ଲକ୍ଷ ୯ ହଜାର ୯୧୮ ଟି ନୂଆ କରୋନା ମାମଲା ସାମ୍‌ନାକୁ ଆସିଛି । କିନ୍ତୁ ଗତ ୨୪ ଘଂଟା ମଧ୍ୟରେ ୯୫୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨ ଲକ୍ଷ ୬୨ ହଜାର ୬୨୮ ଜଣଙ୍କର ଆରୋଗ୍ୟ ହୋଇଛନ୍ତି । ବର୍ତ୍ତମାନ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୮ ଲକ୍ଷ ୩୧ ହଜାର ୨୬୮ । ଏଥିସହିତ ପଜିଟିଭ୍‌ ହାର ୧୫.୭୭ ପ୍ରତିଶତରେ ପହଞ୍ଚିଛି । କରୋନା ସଂକ୍ରମଣରେ ଟିକିଏ ଧିମା ଗତି ରହିଥିବା ବେଳେ ଦେଶରେ କରୋନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

Leave A Reply

Your email address will not be published.