ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୨ ହଜାର ୭୨୭ ନୂଆ ଆକ୍ରାନ୍ତ ଚିହ୍ନଟ : ୪୧୨୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତଥାପି କରୋନା ସଂକ୍ରମଣର ହାର ଅସଂଭାଳ ସ୍ଥିତିରୁ ଓହରି ନାହିିଁ । ଏବେ ବି କରୋନା ସଂକ୍ରମଣରେ ଲୋକେ ତ୍ରାହି ତ୍ରାହି ଡ଼ାକୁଛନ୍ତି । କରୋନା ସଂକ୍ରମଣ କ୍ଷେତ୍ରରେ ଦୁଇ ଦିନ ହ୍ରାସ ପରେ, ପୁଣି ଥରେ ଆଜି ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୨,୭୨୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ୪୧୨୦ ଜଣ ଲୋକ ପ୍ରାଣ ହରାଇଛନ୍ତି । ଅବଶ୍ୟ ଏହି ସମୟ ମଧ୍ୟରେ ୩,୫୨,୧୮୧ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.