centurian jitm

କୁନୋ ନ୍ୟାସନାଲ ପାର୍କକୁ ଆଫ୍ରିକାରୁ ଆସିବେ ଆଉ ୧୨ ଚିତା

nschool

ନୂଆଦିଲ୍ଲୀ : କୁନୋରେ ନାମିବ୍ୟାରୁ ଆସିଥିବା ୮ ଚିତାଙ୍କ ସୁରକ୍ଷିତ ରହଣି ପରେ ଏବେ ଦକ୍ଷିଣ ଆଫ୍ରିକାରୁ ଚିତା ଆଣିବା ପାଇଁ ତାରଖ ଧାର୍ଯ୍ୟ ହୋଇଛି । ଏଥର ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯିବ । ମଧ୍ୟ ପ୍ରଦେଶ ସରକାର ଏହି ସୂଚନା ଦେଇଛନ୍ତି । କୁନୋକୁ ଆସିବାକୁ ଥିବା ଏହି ଚିତାମାନେ ଦ.ଅଫ୍ରିକାରେ କ୍ୱାରେଣ୍ଟାଇନରେ ଅଛନ୍ତି ।

Leave A Reply

Your email address will not be published.

error: Content is protected !!