ଉତ୍ତର ଇରାକରେ ତୁର୍କୀର ବୋମାମାଡ : ୮ ମୃତ

ନୂଆଦିଲ୍ଲୀ : ଇରାକର କୁର୍ଦିସ୍ଥାନ ଅଞ୍ଚଳରେ ତୁର୍କୀର କାର୍ଯ୍ୟାନୁଷ୍ଠାର ଥମୁ ନାହିଁ । ତୁର୍କୀ ଉତ୍ତର ଇରାକର କୁର୍ଦ ବହୁଳ ଅଞ୍ଚଳରେ ବୋମାମାଡ କରିଛି । ଏଥିରେ ୮ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ଏହାସହ ୨୩ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ଉତ୍ତର ଇରାକର ଦୋହୁକ ପ୍ରାନ୍ତରେ ହୋଇଥିଲା । ଇରାକ ମିଡିଆ ଅନୁସାରେ, କୁର୍ଦିସ୍ଥାନ ଓ ତୁର୍କୀ ସୀମାରେ ଥିବା ଜାଖୋ ସହରର ଏକ ରିସୋର୍ଟରେ ବୋମାମାଡ କରାଯାଇଥିଲା । ଯେଉଁଥିରେ ୮ ଜଣ ପ୍ରାଣ ହରାଇଛନ୍ତି । ପ୍ରାଣ ହରାଇଥିବା ସମସ୍ତ ନାଗରିକ ପର୍ଯ୍ୟଟକ ଥିଲେ ।

Leave A Reply

Your email address will not be published.