oum

ଉତ୍ତରପ୍ରଦେଶରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଲେ ପ୍ରିୟଙ୍କା ମୋର୍ଯ୍ୟ

jsm

ଲକ୍ଷ୍ନୌ : ତାତୁଛି ରାଜନୀତି, ପାଖେଇ ଆସୁଛି ନିର୍ବାଚନ । ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ପାଖେଇ ଆସୁଛି, ସେତିକି ସରଗରମ ହେବାରେ ଲାଗୁଛି ରାଜନୀତି ଜଗତ । ନେତାଙ୍କ ଦଳ ପରିବର୍ତ୍ତନ ଖବର ଆହୁରି ସରଗରମ କରିବାରେ ଲାଗିଛି । କଂଗ୍ରେସର ପୋଷ୍ଟର ଗାର୍ଲ ଭାବେ ବେଶ୍‌ ପରିଚିତ ପ୍ରିୟଙ୍କା ମୋର୍ଯ୍ୟ କଂଗ୍ରେସ ଦଳ ଛାଡି ଏବେ ବିଜେପି ଝଣ୍ଡା ଧରିଛନ୍ତି । ଉତ୍ତରପ୍ରଦେଶ ରାଜନୀତିରେ ପୁଣି ଚାଂଚଲ୍ୟ ସୃଷ୍ଟି ହୋଇଛି । ସେହିପରି ମୁଲାୟମ୍ ସିଂହଙ୍କ ବୋହୂ ପରେ ଏବେ ଶଳା ମଧ୍ୟ ସମାଜବାଦୀ ପାର୍ଟି ଛାଡି ବିଜେପିରେ ଯୋଗ ଦେଇଛନ୍ତି ।

Leave A Reply

Your email address will not be published.