oum

ରିଷି ସିିଂହ ଇଣ୍ଡିଆନ୍‌ ଆଇଡଲ୍‌-୧୩ର ବିଜେତା

jsm

ମୁମ୍ବଇ : ସୋନି ଟେଲିଭିଜନ ଚାନେଲର ସମ୍ମାନଜନକ ସଙ୍ଗୀତ ରିୟଲିଟି ସୋ’ ଇଣ୍ଡିଆନ ଆଇଡଲ୍‌-୧୩ର ବିଜୟୀ ହୋଇଛନ୍ତି ଉତ୍ତରପ୍ରଦେଶ ଅଯୋଧ୍ୟାର ରିଷି ସିଂହ । ରିଷି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଲକାତାର ଦେବସ୍ମିତା ରାୟଙ୍କୁ ପରାସ୍ତ କରି ଏହି ସଫଳତା ପାଇଛନ୍ତି । ପୁରସ୍କାର ବାବଦକୁ ରିଷିଙ୍କୁ ମିଳିଛି ୨୫ଲକ୍ଷ ଟଙ୍କା, ଏକ ମାରୁତି ବ୍ରିଜା କାର୍‌ ଓ ଟ୍ରଫି ।

Leave A Reply

Your email address will not be published.