ଭୂମିକମ୍ପରେ ଥରିଲା ପାକିସ୍ତାନ

ଇସ୍‌ଲାମାବାଦ : ପାକିସ୍ତାନର ପ୍ରାୟ ୫୦ ପ୍ରତିଶତ ଅଞ୍ଚଳ ଗତକାଲି ୬.୩ ତୀବ୍ରତାର ଭୂମିକମ୍ପରେ ଥରି ଉଠିଛି । ଏହି ଭୂମିକମ୍ପର କେନ୍ଦ୍ର ତାଜିକସ୍ତାନରେ ଥିବା ବେଳେ ଏହାର ଗଭୀରତା ୧୫୦ କିମି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଭୂମିକମ୍ପଜନିତ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ସାମ୍ନାକୁ ଆସିନାହିଁ ।

Leave A Reply

Your email address will not be published.