ତୁର୍କୀ-ଇରାନ ସୀମାରେ ଭୂମିକମ୍ପ ଅନୁଭୂତ

ତେହରାନ : ଶନିବାର ବିଳମ୍ବିତ ରାତିରେ ତୁର୍କୀ ସୀମା ନିକଟରେ ଉତ୍ତର-ପଶ୍ଚିମ ଇରାନରେ ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପରେ ଅତି କମ୍‌ରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୧୬ ଜଣ ଆହତ ହୋଇଛନ୍ତି ବୋଲି ଇରାନ ଗଣମାଧ୍ୟମ କହିଛି । ଭୂମିକମ୍ପ ପ୍ରଭାବରେ ପ୍ରାୟ ୧ ହଜାର ଘର କ୍ଷତିଗ୍ରସ୍ତ ହୋଇଛି ।

Leave A Reply

Your email address will not be published.