୨୪ରେ ନୂଆଦିଲ୍ଲୀରେ ପହଞ୍ଚିବ ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ : ଭାରତ ଯୋଡ଼ୋ ଯାତ୍ରା ୨୪ରେ ନୂଆଦିଲ୍ଲୀରେ ପହଞ୍ଚିବ । ଦିଲ୍ଲୀ ପରେ ପଦଯାତ୍ରା ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ଜାନୁୟାରୀ ୨୬ରେ ଶେଷ ହେବା କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବେ । ଅନ୍ୟପକ୍ଷେ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବା ଲାଗି ରାହୁଲ ହାସନଙ୍କୁ ଆମନ୍ତ୍ରଣ କରିଥିଲେ ବୋଲି ଦଳର ଜଣେ ନେତା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.