
ମୁମ୍ବାଇ : ଶିବସେନା ମୁଖ୍ୟ ଏବଂ ମହାରାଷ୍ଟ୍ରର ସିଏମ ଉଦ୍ଧବ ଠାକରେ ଏବଂ ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ମଧ୍ୟରେ ବିବାଦ ଜୋର ଧରିଛି । ଲାଉଡ ସ୍ପିକର ବିବାଦ ପରେ ଉଦ୍ଧବ ଠାକରେ ରାଜ ଠାକରେ ଉପରେ କଡ଼ା ଆକ୍ରମଣ କରିଛନ୍ନ୍ତି । ସିଏମ୍ ଉଦ୍ଧବ ଠାକରେ କହିଛନ୍ତି, ଶାଲ ଘୋଡେ଼ଇ ହୋଇ ଜଣେ ମୁନ୍ନାଭାଇ ନିଜକୁ ବାଲ ଠାକ୍ରେ ଭାବୁଛନ୍ତି ।