Browsing Category

ସ୍ୱତନ୍ତ୍ର

ନିଜସ୍ୱ ମତ : ଜନ୍ମାଷ୍ଟମୀ ଅନୁଚିନ୍ତା

ଜୟଶ୍ରୀ ସାହୁ ବିଶିଷ୍ଟ ଧର୍ମଗୁରୁ ଓଷୋଙ୍କର ସୁନ୍ଦର କାହାଣୀଟେ ଆଜି ମନେ ପଡୁଛି । ଜଣେ ଫେରିବାଲା ବୁଲି ବୁଲି ବିଞ୍ଚଣା ବିକୁଥିଲା ଆଉ ଦାବୀ କରୁଥିଲା ଯେ ବିଞ୍ଚଣାର ଦାମ ଶହେ ଟଙ୍କା ଓ ତାହା ଶହେ ବର୍ଷ ଯାଏଁ ଅକ୍ଷତ ରହିବ । ରାଜା ସେଥିରୁ ଗୋଟିଏ କିଣିଲେ । ବିଞ୍ଚି ହେବାର ଅଳ୍ପ ସମୟ
Read More...

ଡ. ସଦାନନ୍ଦ ଅଗ୍ରାୱାଲଙ୍କ ପଞ୍ଚମ ଶ୍ରାଦ୍ଧ ଦିବସରେ ଆନ୍ତରିକ ଶ୍ରଦ୍ଧାଞ୍ଜଳି

ପୂର୍ଣ୍ଣଚନ୍ଦ୍ର ପଣ୍ଡା ସାମ୍ବାଦିକ ଡ. ସଦାନନ୍ଦ ଅଗ୍ରୱାଲ ଥିଲେ ଓଡିଶାର ଜଣେ ଜଣାଶୁଣା ଐତିହାସିକ, ଗବେଷକ, ଲିପିତତ୍ୱବିଦ୍‌, ସାହିତ୍ୟିକ, ସାମ୍ବାଦିକ, ନାଟ୍ୟକାର ଓ ସଙ୍ଗୀତଜ୍ଞ । ତେବେ ତାଙ୍କ ସହିତ ମିଶିବା ଭିତରେ ଜଣେ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ପାଠ ପଢିପାରିନଥିବା ଦରପାଠୁଆ
Read More...

ସ୍ୱକୀୟ ମତ : ବଲାଙ୍ଗିରରେ ସରକାରୀ ଅଫିସ୍‌ର ରୀତି ଓ ଗତି

ସତ୍ୟ ମିଶ୍ର ଦୀର୍ଘ ଦିନପରେ ବଲାଙ୍ଗିର ସରକାରୀ ଅଫିସ କିଛି ବୁଲିବାକୁ ଗଲୁ । ଯାହା ଅନୁଭବ ହେଲା ତାହା ନିମ୍ନ ମତେ ସଂକ୍ଷିପ୍ତ ବର୍ଣ୍ଣନା କରୁଛି । ୦୧. ଦପ୍ତର ମାନଙ୍କରେ ଅନେକ ନାରୀ କର୍ମଚାରୀ ସଂଖ୍ୟା ବୃଦ୍ଧି ପାଇଛି ।୦୨. ସେହି ପୁରୁଣାକାଳିଆ, ଫଟା ଆଲମିରା ସଙ୍ଗେ ବୋଝା ବୋଝା
Read More...

ଆଧୁନିକ କବିତାର ପାଠକ

ମୀନକେତନ ବାରଲେବଡ଼ିଆ ଆଧୁନିକ କବିତା ବୋଧଗମ୍ୟ ନୁହେଁ- ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଓଡ଼ିଆ ପାଠକମାନଙ୍କ ମଧ୍ୟରେ ଆଧୁନିକ କବିତା ପ୍ରତି ଆଗ୍ରହ ଆଶାଜନକ ଭାବେ ବୃଦ୍ଧି ପାଇଛି, ଏକଥା ଆମକୁ ସ୍ବୀକାର କରିବାକୁ ହେବ । ପ୍ରତିଦିନ ଅଜସ୍ର କବିତା ଲେଖାହେଉଛି, ସାମାଜିକ ଗଣମାଧ୍ୟମରେ
Read More...

କାବା ହେଇଯିବ ହୋ’ : ଏଭର୍‌ କବିତା ଆସର୍‌

କବିତା ଟେ ପଢ଼୍‌ବାର୍‌ ଲାଗି କି କବିତା କିଛି ମନ୍‌ ଦେଇକରି ଶୁନ୍‌ବାର୍‌ ଲାଗି କବିତା ଆସର୍‌ କେ କବି ଜନେ ଲମିଯିବାର୍‌ଟା ସ୍ୱଭାବିକ୍‌ କଥା ଆଏ । ମାତର୍‌କ’ ଏଭେ କିଛି କିଛି କବିତା ଆସର୍‌ ଥି ଯେନ୍‌ ହାଟ୍‌ ବଜାର୍‌ ବସୁଛେ, ସେଟା ଦେଖିକରି ଡର୍‌ ଲାଗି ବସ୍‌ଲାନ’ । ଯେନ୍‌ ହୁଆହୁଟା ଯେ’
Read More...

ନିଜ ସମ୍ମାନ ନିଜେ ରକ୍ଷା କରନ୍ତୁ

ସୁଶ୍ରୀ ସ୍ନେହଲତା ନିଜ ସମ୍ମାନ ନିଜେ ରକ୍ଷା କରିବା ନିହାତି ଆବଶ୍ୟକ । ବର୍ତ୍ତମାନ ଯୁଗରେ ଏହା ଏକ ବଡ଼ ଆହ୍ୱାନ । ଭବିଷ୍ୟତ ପାଇଁ ନିଜେ ଦେଖିଥିବା ସ୍ୱପ୍ନକୁ ନିଜ ଭିତରେ ନିଜେ ପାଳନ୍ତୁ । ଯଦି ଉତ୍ତମ ପାଳନ ପାଏ, ତେବେ ସତ୍‌ ସ୍ୱପ୍ନ ନିଶ୍ଚୟ ଦିନେ ନା ଦିନେ ବାସ୍ତବ ରୂପ ନେବ, ଏଥିରେ
Read More...

ମୋ ଅନୁଭୂତି : ବେଳେ ବେଳେ ଦିଲ୍ଲୀରୁ ଡ଼ାକରା ଆସେ – ପ୍ରଦୀପ ପୁରୋହିତ

ପ୍ରଥମ ଥର ପାଇଁ ମୁଁ ଦିଲ୍ଲୀ ଯାଇଥିଲି ୧୯୯୦ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଜୀଙ୍କୁ ଭେଟିବା ପାଇଁ । ସେ ସମୟର ରେଲୱେ ମନ୍ତ୍ରୀ ଥିବା ଭକ୍ତ ଚରଣ ଦାସ ଓ ପ୍ରଧାନମନ୍ତ୍ରୀଙ୍କ ପାର୍ଲାମେଣ୍ଟ ସଚିବ ନକୁଳ ନାୟକ ଗନ୍ଧମାର୍ଦ୍ଦନରେ ବାଲକୋ ଖଣି ପ୍ରକଳ୍ପ ବାତିଲ କରିବା ପାଇଁ
Read More...

କାବା ହେଇଯିବ ହୋ’ : କାମ୍‌ ଚଲିଗଲେ ହେଲା..

କାମ୍‌ ଚଲିଗଲେ ହେଲା । କେତେ ଲହର୍‌ ଝପର୍‌, ଧାଁ ଧପଡ଼୍‌! ରୀତି ରିବାଜ୍‌ ଟେ ମାନ୍‌ବାର୍‌ କେ ପଡ଼ୁଛେ ବଲି ଏତ୍‌କି କଥା । ନେଇଁ ହେଲେ କିଏ ପଚ୍‌ରଉଛେ । ମନ୍‌ କେ ମନ୍‌ କୁର୍‌ବୁରେଇ ହଉଥ'ନ୍‌ ପଣ୍ଡା ବାବୁ । ଗାଁ ଥି କକାର୍‌ ପୁଓର୍‌ ପୁଓ ଟେ ମରି ଯାଇଛେ । ହେନ୍‌ତା ଦେଖ୍‌ବାର୍‌ କେ
Read More...

ନିଜ ହାତମୁଠାରେ ରହିଛି ଆନନ୍ଦ

ସୁଶ୍ରୀ ସ୍ନେହଲତା ଆଜିର ମଣିଷ ନାନା ପ୍ରକାର ଜଟିଳତା ଓ ସମସ୍ୟା ଦେଇ ଗତି କରୁଛି । ବହୁ ପରିଶ୍ରମ ତଥା ଚେଷ୍ଟା ପରେ ମଧ୍ୟ ମଣିଷକୁ ଆନନ୍ଦ ମିଳୁ ନଥିବା ବେଳେ ଆନନ୍ଦର ସନ୍ଧାନରେ ଆଜି ମଣିଷ । କିନ୍ତୁ ବାସ୍ତବରେ ମଣିଷର ହାତମୁଠାରେ ରହିଛି ଆନନ୍ଦ । କସ୍ତୁରୀ ମୃଗ ନିଜ ନାଭିମଣ୍ଡଳରେ
Read More...

ଆଧ୍ୟାତ୍ମିକ ମାନସିକତା ମହିଳାଙ୍କ ପାଇଁ ଉପାଦେୟ

ସୁଶ୍ରୀ ସ୍ନେହଲତା ଆଧ୍ୟାତ୍ମିକ ମାନସିକତା ମହିଳାଙ୍କ ପାଇଁ ଉପାଦେୟ ବୋଲି ପ୍ରମାଣିତ ହୁଏ । ଏଠାରେ ଧର୍ମାନ୍ଧତାର କଥା କୁହାଯାଉ ନାହିଁ କିମ୍ବା ଅନ୍ଧବିଶ୍ୱାସୀ ହେବା କଥା ଜମାରୁ କୁହାଯାଉ ନାହିଁ । ଆଧ୍ୟାତ୍ମିକ ହେବା କଥା ହିଁ କୁହାଯାଉଛି । ଆଧ୍ୟାତ୍ମିକ ମାନସିକତା ଧାରଣ କଲେ କ’ଣ କ’ଣ
Read More...