Browsing Category

ଓଡିଶା

ବ୍ଲକ କଲୋନୀ ବିଦ୍ୟାଳୟର ୫୩ତମ ବାର୍ଷିକ ଉତ୍ସବ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବ୍ଲକ୍ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୩ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ପାଢ଼ୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଲିଃ.ର ବାର୍ଷିକ ସାଧାରଣ ସଭା କଞ୍ଜାମେଣ୍ଡି ପଞ୍ଚାୟତ ଲ୍ୟାମ୍ପ ସମିତି ଲିଃ.ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

କେନାଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ମରୁଆ ଗାଁ ନିକଟ ଏକ କେନାଲ ଭିତରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ କରିଛି ପାଟଣାଗଡ ପୋଲିସ । ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ଅଞ୍ଚଳର ହୋଇ ନଥିବା ଜଣା ପଡୁଥିବା ବେଳେ ପରିଚୟ ମିଳି ପାରିନାହିଁ ।
Read More...

ଅଙ୍ଗ ମୁଖ୍ୟ କେନାଲ କଂକ୍ରିଟ କାମରେ ଫାଟ : ସ୍ଥାୟୀତ୍ୱ ନେଇ ପ୍ରଶ୍ନ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ଗାଇଖାଇ ଅଙ୍ଗ ମୁଖ୍ୟ କେନାଲ କଂକ୍ରିଟ କାମ ନିମ୍ନମାନର କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, ପ୍ରାୟ ୮୦ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ବଲାଙ୍ଗିର ଜଳସେଚନ ବିଭାଗ ପକ୍ଷରୁ ହରଭଙ୍ଗା ମାଇନର ଠାରୁ
Read More...

ରିତେଶ ପୃଷେଠଙ୍କୁ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ଦାୟିତ୍ୱ

ରାଉରକେଲା, (ସସ୍ମିତା ପ୍ରଧାନ) : ଯୁବ ଆଦର୍ଶ ରିତେଶ ପୃଷେଠ୍ ଭାରତୀୟ ଜନତା ପାର୍ଟି, ଯୁବା ମୋର୍ଚ୍ଚା, ଓଡ଼ିଶାର ନୂତନ ସମ୍ପାଦକ ଭାବେ ଦାଇତ୍ଵ ପାଇବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଏକ ସାଧାରଣ ପରିବାରରୁ ଆସିଥିବା ରିତେଶ ନିଜ ସାମାଜିକ ଜୀବନ ୨୦୧୪ରେ ରାଷ୍ଟ୍ରୀୟ
Read More...

ମ୍ୟୁଜିକ୍ ସର୍କଲ ଆୟୋଜିତ ୪୯ତମ ବସନ୍ତୋତ୍ସବ ଉଦଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସମ୍ଭ୍ରାନ୍ତ କଳା-ସଂସ୍କୃତି ଅନୁଷ୍ଠାନ ମ୍ୟୁଜିକ୍ ସର୍କଲ ଆୟୋଜିତ ୪୯ତମ ବସନ୍ତୋତ୍ସବ -୨୦୨୬ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହର ପ୍ରଥମ ଦିବସକୁ କେନ୍ଦ୍ର ଆଦିବାସୀ ବ୍ୟାପାର
Read More...

ମୋ ଭାଇକୁ ମାରିଦେଲେ ଡାକ୍ତର

ଗୋଡରେ ଅସ୍ତ୍ରପୋଚାର ବେଳେ ବ୍ୟକ୍ତିଙ୍କ ମୃତ୍ୟୁମୃତ୍ୟୁ ଘଟଣାର ତଦନ୍ତ କଲେ ଜିଲ୍ଲାପାଳ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସହରର ଆଶା ନର୍ସିଂ ହୋମ ଠାରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ତରଭା ସହରର ମହାବୀର ଅଗ୍ରୱାଲ(୪୩)ଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ
Read More...

ଟିଟିଲାଗଡ ରେଡିମେଡ ଏବଂ କପଡ଼ା ସଂଘର ସାଧାରଣ ବୈଠକ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପୂଜା ବସ୍ତ୍ରାଳୟରେ ଶୁକ୍ରବାର ସନ୍ଧ୍ୟାରେ ରେଡ଼ିମେଡ ଓ କପଡ଼ା ସଙ୍ଘର ସଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ଷ ୨୦୨୫/୨୬ କାର୍ଯ୍ୟକାଳର ହିସାବ-କିତାବ ସଚିବ ନିରଞ୍ଜନ ଶର୍ମାଙ୍କ ଦ୍ୱାରା ସଂଘର ସମସ୍ତ ସଦସ୍ୟଙ୍କ ସମ୍ମୁଖରେ ଉପସ୍ଥାପନ
Read More...

ବିଶ୍ୱ ପଖାଳ ଦିବସ ପାଳିତ

ବଲଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବିଶେଷ କରି ଓଡିଆମାନଙ୍କ ଅତି ପ୍ରିୟ ଖାଦ୍ୟ ହେଉଛି ପଖାଳ । ସକାଳୁ ପଖାଳ କଂସାଏ ହେଲେ ଦିନସାରା ଆଉ କିଛି ଖାଇବାକୁ ଦରକାର ପଡିନଥାଏ । ଶୀତ, ବର୍ଷା, ଖରା ଦିନ ହେଉ କି ରାତି ପଖାଳ ହେଲେ କଥା ସରିଲା । ଏହି ଅବସରରେ ସାରା ବିଶ୍ୱରେ ପଖାଲ ଦିବସ ପାଳିତ
Read More...

ପୁରୁଣା ଛତ୍ରପୁର ଅଞ୍ଚଳରେ ମରଣାତ୍ମକ ଆକ୍ରମଣ ଘଟଣାରେ ବିଭୂତି ସ୍ୱାଇଁ ଓ ସୁବତ୍ର ସ୍ୱାଇଁ ଗିରଫ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ପୁରୁଣା-ଛତ୍ରପୁର ନିକଟରେ ଗତ ବୁଧବାର ବିଳମ୍ବିତ ରାତ୍ରିରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଜଣେ ଯୁବକ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିବା ଜଣାଯାଇଛି । ଏହି ଘଟଣାରେ ପୁଲିସ ଦୁଇ ଜଣକୁ ଗିରଫ କରିବା ସହ ଗୋଟେ ସ୍କର୍ପିଓ
Read More...