Browsing Category
ଓଡିଶା
ପାଇକମାଲ ପୋଲିସ ତରଫରୁ ସଡ଼କ ସୁରକ୍ଷା ସଚେତନତା
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଆମ ପୋଲିସ ଆନୁକୂଲ୍ୟରେ ଗୁରୁବାର ସଡକ ସୁରକ୍ଷା ସଚେତନତା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ମୁଖ୍ୟ ଛକରେ ଓ ବଜାର ଛକରେ ସଚେତନ କରାଯାଇ ହେଲମେଟ୍ ପିନ୍ଧି ନଥିବା ବାଇକ ଚାଳକଙ୍କୁ ହେଲମେଟ ପିନ୍ଧିବା ପାଇଁ!-->…
Read More...
Read More...
ଅଭିଜିତ ମଜୁମଦାରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ବ୍ଲକଛକ ଦୁର୍ଗାପୂଜା କମିଟି ପକ୍ଷରୁ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସ୍ଵର୍ଗତ ଅଭିଜିତ ମଜୁମଦାରଙ୍କ ନିଧନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ଅରବିନ୍ଦ ବାରିକଙ୍କ ସଭାପତିତ୍ୱରେ ଆହୁତ!-->…
Read More...
Read More...
ନିଖୋଜ ହେବାର ୨୪ ଘଣ୍ଟା ଭିତରେ ୩ ବର୍ଷର ନିଖୋଜ ଶିଶୁକୁ ଉଦ୍ଧାର କଲା ପୋଲିସ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଜରିଘାଟିର ମାଣ୍ଡିଆ ପଦର ଗ୍ରାମରୁ ବୁଧବାର ଦିନ ଏକ ୩ ବର୍ଷର ଶିଶୁ ନିଖୋଜ ହୋଇଯାଇଥିଲେ । ଏହି ଖବର ଗ୍ରାମରେ ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା!-->…
Read More...
Read More...
ବାର୍ଷିକ ଉତ୍ସବ ଉଦଯାପିତ
ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଏସ.ଏସ.ଡ଼ି. ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉତ୍ସବମୁଖର ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି । ଉନ୍ନତମାନର ଶିକ୍ଷା ସହ ଖେଳକୁଦ ଯୋଗ ବ୍ୟାୟାମ, ନାଚଗୀତର ମାଧ୍ୟମ ହିଁ ଏକ!-->…
Read More...
Read More...
ମଣ୍ଡଳ ସ୍ତରୀୟ ସମଗ୍ର ହିନ୍ଦୁ ଜାଗରଣ ସମାବେଶ
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ପ୍ରଭୁ ଶ୍ରୀରାମ ମନ୍ଦିର ପରିସରରେ ରେଙ୍ଗାଲପାଲି ମଣ୍ଡଳ ସ୍ତରୀୟ ହିନ୍ଦୁ ସମାବେଶ ଭବ୍ୟ ଆୟୋଜନ ମଧ୍ୟରେ ସମ୍ପନ୍ନ ହୋଇଯାଇଛି । କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ, ବିଭିନ୍ନ ସଙ୍କୀର୍ତ୍ତନ ଦଳମାନେ ଉପସ୍ଥିତ ରହି!-->…
Read More...
Read More...
ରୋଟାରୀ କ୍ଲବ ରାଉରକେଲା ଅର୍ବାନର ସାମାଜିକ କାର୍ଯ୍ୟକ୍ରମ
ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବାନ ତରଫରୁ ବାସ୍କେଟ ବଲ ଷ୍ଟାଣ୍ଡ ଓ ବଲ ଗର୍ଜନ ସ୍ଥିତ ବିବେକାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପ୍ରଦାନ କରାଯାଇଛି । ୩୨୬୧ର ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ ଅମିତ ଜୟସ୍ୱାଲଙ୍କ ରାଉରକେଲା ଗସ୍ତ ଅବସରରେ ଏହି କାର୍ଯ୍ୟକ୍ରମ!-->…
Read More...
Read More...
ଶିଶୁ ପତ୍ରିକା ମଠଖାଇ ଉନ୍ମୋଚନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ପତ୍ରିକା “ମଠଖାଇ” ର ଉନ୍ମୋଚନ ପ୍ରଧାନ ଶିକ୍ଷକ କେଦାରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି, ଡ. ପ୍ରେମଚାନ୍ଦ ମହାନ୍ତି!-->…
Read More...
Read More...
ରାମଚନ୍ଦ୍ରପୁର କୃପା ଷାଣ୍ଢ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ଖେଳ ପଡିଆରେ ହୋଇ ଆସୁଥିବା କୃପା ଷାଣ୍ଢ ସ୍ମାରକୀ କ୍ରିକେଟ ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ ମୁଣ୍ଡାପଲା ଓ ରାମଚନ୍ଦ୍ରପୁର - ବି ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଲିଗ ମ୍ୟାଚରେ ମୁଣ୍ଡାପଲା ଦଳ ବିଜୟୀ ହେଇଥିଲା । କରୁଆଁଝର ଓ!-->…
Read More...
Read More...
ଖୋର୍ଦ୍ଧା ଜିଲ୍ଲାର ଯୁବମାନଙ୍କ ଇନ୍ଦ୍ରାବତୀ ପ୍ରକଳ୍ପ ପରିଦର୍ଶନ ଓ ଯୁବ ବିନିମୟ କାର୍ଯ୍ୟକ୍ରମ
ଖୋର୍ଦ୍ଧା, (କେପିଏନ୍ଏସ୍) : ଖୋର୍ଦ୍ଧା ଜିଲ୍ଲାର ୩୫ ରୁ ଅଧିକ ଯୁବକ ଯୁବତୀ କଳାହାଣ୍ଡି ଜିଲ୍ଲା ମୁଖିଗୁଡା ସ୍ଥିତ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ, ମେରା ଯୁବ ଭାରତ କାର୍ଯ୍ୟାଳୟ ନବରଙ୍ଗପୁର!-->…
Read More...
Read More...
ନବୀନ ପଟ୍ଟନାୟକ ଅଦ୍ଵିତୀୟ – ଦିବ୍ୟ ଶଙ୍କର ମିଶ୍ର
ଭବାନୀପାଟଣା, (କେପିଏନ୍ଏସ୍) : ସ୍ଥାନୀୟ ମିଡ଼ ଟାଉନ ହୋଟେଲ ଠାରେ ପୂର୍ବତନ ସାଂସଦ ତଥା ବଲାଙ୍ଗିର ବିଧାୟକ କଳିକେଶ ସିଂହ ଦେଓଙ୍କ ସମ୍ପର୍କରେ ଦେଇଥିବା ମତାମତ ସମ୍ପର୍କରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଆଜି ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି, ପୂର୍ବତନ!-->…
Read More...
Read More...