Browsing Category

ଓଡିଶା

ମୁରିବାହାଲ ପଞ୍ଚାୟତି ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତି ହାଇସ୍କୁଲର ବାର୍ଷିକ ଉତ୍ସବ ଶୁକ୍ରବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହେମନ୍ତ ନାଗଙ୍କ ସଭାପତିତ୍ୱରେ ଓ ସ୍କୁଲ କିରାଣୀ ତଥା
Read More...

ସାମାଜିକ ସଂଗଠନ ‘ମୁକ୍ତି’ ର ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମାଜିକ ସଂଗଠନ ମୁକ୍ତି ଦୀର୍ଘ ଦିନ ହେଲା ସମାଜ ସେବାରେ ନିଜକୁ ଉତ୍ସର୍ଗୀକୃତ କରି ବିଭିନ୍ନ ଉନ୍ନୟନମୂଳକ ଏବଂ ସମାଜସେବା କାମରେ ବ୍ରତୀ ହୋଇ ନିଜର ପରିଚୟ ସୃଷ୍ଟି କରିପାରିଛି । ଆଜି କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ସ୍ଥାନୀୟ ରାମ ମନ୍ଦିର
Read More...

ସି.ଏମ୍‌. ଟ୍ରଫି ପାଇଁ ଖୋ ଖୋ, ଭଲିବଲ୍‌ ଓ କବାଡ଼ି ଚୟନ ଫେବୃଆରୀ ୩ ଓ ୪ ତାରିଖ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସି.ଏମ୍‌. ଟ୍ରଫି ପାଇଁ ଆସନ୍ତା ଫେବୃଆରୀ ୩ ତାରିଖ ଦିନ ସକାଳ ୯ ଘଣ୍ଟା ସମୟରେ ଖୋ ଖୋ ଖେଳାଳି ଚୟନ ଟାଉନ୍‌ ବାଳକ ଉଚ୍ଚ ବିଦ୍ୟାଳୟ ଓ ଭଲିବଲ୍‌ ଖେଳାଳୀ ଚୟନ ଗାନ୍ଧୀ ଷ୍ଟାଡ଼ିୟମ୍‌ ବଲାଙ୍ଗିର ଠାରେ ଅନୁଷ୍ଠିତ ହେବ । କବାଡ଼ି ଖେଳାଳୀ ଚୟନ
Read More...

ସର୍ବଭାରତୀୟ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ମାରକୀ ଫୁଟବଲ – ବରଗଡ ୟୁନାଇଟେଡ୍‌ କ୍ଲବ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସର୍ବଭାରତୀୟ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିନ ଖେଳରେ ବରଗଡ ୟୁନାଇଡେଟ କ୍ଲବ ୪-୦ ଗୋଲରେ ଏସ୍‌ଡି ଇଲେଭନ କୋଲକତାକୁ ହରାଇ ସେମିଫାଇନାଲକୁ ପ୍ରବେଶ କରିଛି ।
Read More...

ପଶ୍ଚିମ ସୋମନାଥଙ୍କ ପୀଠରେ ଗଙ୍ଗା ଜଳଶାୟୀ ଅନୁଷ୍ଠିତ : ହଜାର ହଜାର ଭକ୍ତଙ୍କ ସମାଗମ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶାର ଦ୍ଵିତୀୟ ବାରାଣାସୀ ତଥା ମନ୍ଦିର ମାଳିନୀ ସହର ଭାବରେ ଖ୍ୟାତ ଅଷ୍ଟଶମ୍ଭୁଙ୍କ ପୀଠ ସୁବର୍ଣ୍ଣପୁର ଘୋଡାଘାଟପଡା ଠାରେ ଅଧିଷ୍ଠିତ ବାବା ପଶ୍ଚିମ ସୋମନାଥଙ୍କ ଠାରେ ଆଜି ଗଙ୍ଗା ଜଳଶାୟୀ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ମାଳିନୀ ସହରରେ ପବିତ୍ର
Read More...

ଭିବି- ଜୀ ରାମ ଜୀ ଅଧିନିୟମ ଉପରେ କର୍ମଶାଳା : ଯୋଗଦେଲେ ସାଂସଦ ଓ ମନ୍ତ୍ରୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଟାଉନହଲ ଠାରେ ବିକଶିତ ଭାରତ- ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ) ନିମନ୍ତେ ଗ୍ୟାରେଣ୍ଟି, ଭିବି- ଜି ରାମ ଜି ଅଧିନିୟମ ୨୦୨୫ର କାର୍ଯ୍ୟକାରିତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ପ୍ରବର୍ତ୍ତିତ
Read More...

ସାଂସ୍କୃତିକ ଅନୁଷ୍ଠାନ ଓଜସ୍କରର ସମୀକ୍ଷା ବୈଠକ ଓ କର୍ମକର୍ତ୍ତା ଚୟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ସଙ୍ଗୀତ, କଳା ଓ ସଂସ୍କୃତିର ବିକାଶକଳ୍ପେ ସଂକଳ୍ପବଦ୍ଧ ରହିଥିବା 'ଓଜସ୍କର ସାଂସ୍କୃତିକ ମଞ୍ଚ' ଆୟୋଜିତ ମୁଁ ଖାଣ୍ଟି ଓଡ଼ିଆ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହେବା ପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠାନର ସଦସ୍ୟ, ସଦସ୍ୟା ଓ ଶୁଭେଛୁ ମାନଙ୍କୁ ନେଇ
Read More...

ବୈଦିକ ପାଠ ଚକ୍ରରେ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରଛାତ୍ରୀଗଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ନୂଆଁପାଲିସ୍ଥିତ ଗୁରୁକୁଳ ନବପ୍ରଭାତ ବୈଦିକ ବିଦ୍ୟା ପୀଠରେ ଅନୁଷ୍ଠିତ ବସୁ ଜୟନ୍ତୀ ସମାରୋହ ଓ ବୈଦିକ ଶୋଧ ସଙ୍ଗୋଷ୍ଠୀରେ ଅନୁଷ୍ଠିତ ପାଠଚକ୍ରରେ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ପ୍ରତ୍ୟକ୍ଷ ପରାମର୍ଶ ଓ ପ୍ରେରଣା
Read More...

ସିପିଆଇଏମ୍ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୭୯ତମ ଶହୀଦ ଦିବସ ପାଳିତ

ସାଂପ୍ରଦାୟିକ ସଦଭାବନା ଦିବସ ଦେଶବ୍ୟାପୀ ପାଳନ ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସିପିଆଇଏମ୍ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୯ତମ ଶହୀଦ ଦିବସରେ ଦେଶବ୍ୟାପୀ ସାଂପ୍ରଦାୟିକ ସଦଭାବନା ଦିବସ ଭାବରେ ପାଳନ କରାଯିବାକୁ ଆହ୍ୱାନ କରାଯାଇଥିଲା ବେଳେ ସିପିଆଇଏମ୍ ରାଉରକେଲା
Read More...

ସାଇନ୍ସ ସୋସାଇଟିର ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ସଭାପତିତ୍ୱରେ ବିଜ୍ଞାନ ସୋସାଇଟିର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ସାଇନ୍ସ ସୋସାଇଟିର ଉପସଭାପତି ପ୍ରାଧ୍ୟାପିକା ତାପିନୀ ପଣ୍ଡା
Read More...