Browsing Category
ଓଡିଶା
ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ : ହସ୍ପିଟାଲରେ ଭର୍ତ୍ତି
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆଦିବାସୀ ସାଧ୍ୱୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତାଙ୍କର ଗୋଡ, ହାତ ଫୁଲିବା ସହ ରକ୍ତହୀନତା ଥିବା!-->…
Read More...
Read More...
ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ବନ୍ଧୁକ କାରଖାନା ଓ ମାଓ ଡମ୍ପ ଠାବ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମାଓମୁକ୍ତ କରିବା ନିମନ୍ତେ ଅହରହ ପ୍ରୟାସ ଜାରି ରଖିଛନ୍ତି ଓଡ଼ିଶା ସରକାର । ଏନେଇ ବିଏସ୍ଏଫ୍ ଜବାନ ଓ ଜିଲ୍ଲା ପୁଲିସ ପକ୍ଷରୁ ମାଓ ଦମନ ଅପରେସନ ଜୋରଦାର ଚାଲିଛି । ମାଓନେତା ଶୁକ୍ରୁକୁ ଧରିବା ପାଇଁ ଉଦ୍ୟମ ବେଳେ!-->…
Read More...
Read More...
ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ସଭାରେ ଅଧ୍ୟକ୍ଷ ଶ୍ରୀ ବାରିକଙ୍କ ସମେତ ଅଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ,!-->…
Read More...
Read More...
ଡିଏଆଇଏଫଆଇ ,ଏସ୍ଏଫ୍ ଆଇ ଓ ଶହୀଦ ଭଗତ ସିଂହ ସ୍ମୃତି କମିଟି ପକ୍ଷରୁ ୯୫ତମ ଶହୀଦ ଭଗତ ସିଂହ, ଶୁକଦେବ ଓ ରାଜଗୁରୁଙ୍କ…
ଦେଶ ଗଠନ ପାଇଁ ଆଜିର ଯୁବଛାତ୍ର ସମାଜ ଭଗତ ସିଂହଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ
ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ (ଡିଏଆଇଏଫ୍ଆଇ) ଭାରତର ଛାତ୍ର ଫେଡେରେସନ (ଏସ୍ଏଫ୍ଆଇ) ସୁନ୍ଦରଗଡ଼ ଜିଲ୍ଲା କମିଟି ଓ ଶହୀଦ ଭଗତ ସିଂହ ସ୍ମୃତି କମିଟି!-->!-->!-->…
Read More...
Read More...
ବିଶ୍ୱ ନାଟ୍ୟଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ଉଦ୍ଘାଟିତ
ସମ୍ପର୍କ ଆୟୋଜିତ ନାଟକ ଅସ୍ମିତା ମଞ୍ଚସ୍ଥ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କ ଦ୍ୱାରା ଆୟୋଜିତ ବିଶ୍ୱ ନାଟ୍ୟଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ରଘୁନାଥପାଲିର ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ କର କମଳରେ ସ୍ଥାନୀୟ ସିଭିକ ସେଣ୍ଟରଠାରେ!-->!-->!-->…
Read More...
Read More...
ମ୍ୟୁଜିକ୍ ସର୍କଲର ତ୍ରିଦିବସୀୟ ବସନ୍ତ ସମାରୋହ ‘ନିନାଦ’ ଉଦଯାପିତ
ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ୍ ସର୍କଲ ଆୟୋଜିତ ତ୍ରିଦିବସୀୟ ବସନ୍ତ ସମାରୋହ "ନିନାଦ" ଆଜି ଉଦଯାପିତ ହୋଇଯାଇଛି । ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଦୀପ୍ତି ରଞ୍ଜନ ପଟ୍ଟନାୟକ ଉଦଯାପନୀ ସଂଧ୍ୟାକୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ!-->…
Read More...
Read More...
ବ୍ରହ୍ମାକୁମାରୀ ତରଫରୁ ରାଉରକେଲାରେ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ
ରାଉରକେଲା, (ସସ୍ମିତା ପ୍ରଧାନ) : ବ୍ରହ୍ମାକୁମାରୀଜ୍ ରାଜଯୋଗ ଧ୍ୟାନ କେନ୍ଦ୍ର, ସେକ୍ଟର ୫ ଗୋଲଘର ଠାରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ଏହାକୁ ଆଇଏମଏ ରାଉରକେଲା ସିଟି ବ୍ରାଞ୍ଚ ଓ ଆରଜିଏଚ ଡାକ୍ତରମାନଙ୍କ ସହଯୋଗରେ ସଫଳ ଭାବେ ପରିଚାଳିତ ହୋଇଥିଲା । ଏହି!-->…
Read More...
Read More...
ପରମ୍ପରାର ପୁନରାବୃତ୍ତି ଡାଲଖାଇ ମହୋତ୍ସବ ଅନୁଷ୍ଠିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟରେ ପଦ୍ମପୁରର ସଙ୍ଗୀତ ସମିତି ଆନୁକୂଲ୍ୟରେ ଡାଲଖାଇ ମହୋତ୍ସବ -୨୦୨୫-୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସକାଳ ବେଳା,ବଡ଼ବନ୍ଧ ପୋଖରୀରେ ବାଲିକଢ଼ା, ଘାଟରେ ପୂଜା ଓ ଅନ୍ୟାନ୍ୟ ରୀତିନୀତି!-->…
Read More...
Read More...
ଝାରବନ୍ଧରେ ଜନଅଭିଯୋଗ ଶୁଣାଣି ଶିବିର ଆୟୋଜିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପ୍ରଶାସନଙ୍କ ପ୍ରୟାସରେ ଆଜି ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ସୁସଂଗଠିତ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଆୟୋଜନ କରାଯାଇଥିଲା । ଏହି ଶିବିରରେ ଜନସାଧାରଣଙ୍କ ସମସ୍ୟା ସମାଧାନ ପାଇଁ ପ୍ରଶାସନର ସକ୍ରିୟ ଏବଂ!-->…
Read More...
Read More...
ଦଧିବାମନ ନାଟ୍ୟ କଳା ପରିଷଦ ଯୋଗୀସର୍ଡ଼ାର ପ୍ରସ୍ତୁତି ବୈଠକ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ରାମ ନବମୀ ତିଥିରୁ ରାମଲୀଳା ମହୋତ୍ସବ ଆୟୋଜନ ନିମନ୍ତେ ପଶ୍ଚିମ ଓଡିଶାର ସର୍ବ ପୁରାତନ ଯୋଗୀସର୍ଡ଼ା ସ୍ଥିତ "ଦଧିବାମନ ରାମଲୀଳା ନାଟ୍ୟ କଳା ପରିଷଦ" ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ୧୯୩୧ ମସିହାରୁ ଆରମ୍ଭ ହୋଇଥିବା ଏହି ରାମଲୀଳା!-->…
Read More...
Read More...