Browsing Category

ଓଡିଶା

ନୂଆପଡା ଜିଲ୍ଲାରେ ହୀରା ଖଣିର ସନ୍ଧାନ ନେଇ ବିଧାନସଭାରେ ଉତ୍ତର ରଖିଲେ ଖଣି ମନ୍ତ୍ରୀ

ଜିଲ୍ଲାର ବିକାଶ ନେଇ ଆଶା ବାନ୍ଧି ବସିଛନ୍ତି ଅଞ୍ଚଳବାସୀ ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ମୋଟାନୂଆପଡ଼ା ପଞ୍ଚାୟତ କଲମିଦାଦର ଗାଁରେ ହୀରାଖଣିର ସନ୍ଧାନ ମିଳିଛି । ଏବେ ନୂଆପଡ଼ାର ଭାଗ୍ୟ ବଦଳିଯିବ ଓ ଦାଦନ ଗଡ଼ ବିକଶିତ ହେବ ବୋଲି ଜିଲ୍ଲାବାସୀ ଆଶା କରୁଛନ୍ତି । ସୂଚନା
Read More...

ତାଲପାଲିପଡା ଶ୍ରୀରାମ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆଜିଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ ମହିଳା ଓ ପୁରୁଷ କଳସ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ
Read More...

ଆଇ ଲଭ୍‌ ଟିଟିଲାଗଡ ପାର୍କ ପାଖରୁ ଚୋରି ଅଭିଯୋଗରେ ଦୁଇ ଗିରଫ

୨୪ ଘଣ୍ଟା ନ ପୁରୁଣୁ ଚୋରଙ୍କୁ ଧରିବାରେ ସଫଳ ହେଲା ଟିଟିଲାଗଡ ପୋଲିସ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସଇଁନ୍ତଲା ଅଞ୍ଚଳର ଦିବ୍ୟ ରଞ୍ଜନ ହରପାଲ କୌଣସି କାର୍ଯ୍ୟ ପାଇଁ ଟିଟିଲାଗଡ ଆସିଥିବା ବେଳେ ଆଇ ଲଭ୍‌ ଟିଟିଲାଗଡ ପାର୍କ ନିକଟରେ ଦୁଇଜଣ ଯୁବକ ଭୁଜାଲି ଦେଖାଇ ତାଙ୍କୁ ମାଡପିଟ କରି
Read More...

ଆସ୍ଥାର ଅନନ୍ୟା ନାରୀ କାର୍ଯ୍ୟକ୍ରମ ସଫଳତା ସହ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଆସ୍ଥା ତରଫରୁ ସିଭିକ ସେଣ୍ଟର ଠାରେ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଅନନ୍ୟା ନାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସ୍ଥାର ସଭାପତି ବିଷ୍ଣୁ ମୋହନ ମିଶ୍ରଙ୍କ ସଭାପତିତ୍ୱ,
Read More...

ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ରାଉରକେଲା କମିଟି ପକ୍ଷରୁ ସ୍ଥାନୀୟ ବିଶ୍ରା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ରାଉରକେଲା କମିଟି ପକ୍ଷରୁ ସ୍ଥାନୀୟ ବିଶ୍ରା ଛକ ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଟେଟ୍ରା ପ୍ୟାକ୍ ମଦ ସହିତ ସମସ୍ତ ପ୍ରକାର ମଦ ଓ ମାଦକ ଦ୍ରବ୍ୟକୁ ନିଷିଦ୍ଧ କରିବା, ଇଣ୍ଟରନେଟ ଓ ମୋବାଇଲରେ ଅଶ୍ଳୀଳତାର
Read More...

ମ୍ୟୁଜିକ୍ ସର୍କଲ ଆୟୋଜିତ ୪୯ତମ ବସନ୍ତୋତ୍ସବର ଦ୍ୱିତୀୟ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ୍ ସର୍କଲ ଆୟୋଜିତ ୪୯ତମ ବସନ୍ତୋତ୍ସବର ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନ ସକାଳ ୯ ଘଟିକାରୁ ଆରମ୍ଭ ହୋଇ ସଂଧ୍ୟା ୫.୩୦ ପର୍ଯ୍ୟନ୍ତ ଆନ୍ତର୍ବିଦ୍ୟାଳୟ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ
Read More...

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଶ୍ଵ କବିତା ଦିବସ ପାଳିତ

କାଳଜୟୀ କବିତା ବିଶ୍ୱବ୍ୟାପୀ ହୋଇଥାଏ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ସେକ୍ଟର ୭ ସ୍ଥିତ କାର୍ଯ୍ୟାଳୟଠାରେ ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ପୌରୋହିତ୍ୟରେ ବିଶ୍ବ କବିତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।
Read More...

ଏସ୍‌ଏଚ୍‌ଜି ଗ୍ରୁପ୍‌ ଓମେନସ୍‌ ପାୱାରର ସମ୍ବଲପୁରୀ କପଡ଼ା ଦୋକନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଶ୍‌ ଚର୍ଚ୍ଚାରେ ଗୋଟିଏ ଏସ୍‌ଏଚ୍‌ଜି ଗ୍ରୁପ୍‌ । ବଲାଙ୍ଗିରର ଏସ୍‌ଏଚ୍‌ଜି ଗ୍ରୁପ୍‌ ଯେଉଁଟାକି ବଲାଙ୍ଗିର ସହରରେ ରହିଛି । ନା ତାହାର ଓମେନସ୍‌ ପାୱାର । ପ୍ରଥମେ ମହିଳାମାନେ ନିଜେ ନିଜ ଗୋଡ଼ରେ ଠିଆ ହେବା ପାଇଁ ଏକାଠି ହୋଇଥିଲେ । ସମସ୍ତେ ଏକାଠି ହୋଇ
Read More...

ଟିଟିଲାଗଡ଼ରୁ ଭଟଲି ପର୍ଯ୍ୟନ୍ତ ନିଶାନ ପାଦଯାତ୍ରାରେ ବାହାରିଲେ ରାହୁଲ ଜୈନ ଓ ଗଣେଶ ବର୍ମା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବରଗଡ ଜିଲ୍ଲା ଭଟଲି ଠାରେ ଶ୍ୟାମ ବାବାଙ୍କ ମନ୍ଦିର ଅବସ୍ଥିତ । ତେବେ ଶ୍ୟାମ ବାବାଙ୍କ ଭକ୍ତ ଟିଟିଲାଗଡ ରଘୁନାଥ ପଡ଼ାର ରୋହିତ ଶ୍ରୀ ଶ୍ୟାମ ବାବାଙ୍କ ନିଶାନ ନେଇ ଚାଲିବେ ଏବଂ ଗଣେଶ ବର୍ମା ହନୁମାନ ଜୀଙ୍କ ନିଶାନ ନେଇ ଚାଲିବେ । ଏହି ନିଶାନ ଗୁଡିକ
Read More...

ପାଟଣାରାଜ ଦଣ୍ଡସେନା ସମାଜର ମହାସଭା ସମ୍ମିଳନୀ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କନ୍ଧବାହାଲ ଗାଁରେ ପାଟଣାରାଜ ଦଣ୍ଡସେନା(କଳାର) ସମାଜର ମହାସଭା ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅଞ୍ଚଳର ବରିଷ୍ଠ ସଦସ୍ୟମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ତେବେ ଆଜିର ଏହି ମହାସଭାରେ
Read More...