Browsing Category
ଓଡିଶା
ବିଶ୍ୱ ନାଟ୍ୟଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ଉଦ୍ଘାଟିତ
ସମ୍ପର୍କ ଆୟୋଜିତ ନାଟକ ଅସ୍ମିତା ମଞ୍ଚସ୍ଥ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କ ଦ୍ୱାରା ଆୟୋଜିତ ବିଶ୍ୱ ନାଟ୍ୟଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ରଘୁନାଥପାଲିର ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ କର କମଳରେ ସ୍ଥାନୀୟ ସିଭିକ ସେଣ୍ଟରଠାରେ!-->!-->!-->…
Read More...
Read More...
ମ୍ୟୁଜିକ୍ ସର୍କଲର ତ୍ରିଦିବସୀୟ ବସନ୍ତ ସମାରୋହ ‘ନିନାଦ’ ଉଦଯାପିତ
ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ୍ ସର୍କଲ ଆୟୋଜିତ ତ୍ରିଦିବସୀୟ ବସନ୍ତ ସମାରୋହ "ନିନାଦ" ଆଜି ଉଦଯାପିତ ହୋଇଯାଇଛି । ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଦୀପ୍ତି ରଞ୍ଜନ ପଟ୍ଟନାୟକ ଉଦଯାପନୀ ସଂଧ୍ୟାକୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ!-->…
Read More...
Read More...
ବ୍ରହ୍ମାକୁମାରୀ ତରଫରୁ ରାଉରକେଲାରେ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ
ରାଉରକେଲା, (ସସ୍ମିତା ପ୍ରଧାନ) : ବ୍ରହ୍ମାକୁମାରୀଜ୍ ରାଜଯୋଗ ଧ୍ୟାନ କେନ୍ଦ୍ର, ସେକ୍ଟର ୫ ଗୋଲଘର ଠାରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ଏହାକୁ ଆଇଏମଏ ରାଉରକେଲା ସିଟି ବ୍ରାଞ୍ଚ ଓ ଆରଜିଏଚ ଡାକ୍ତରମାନଙ୍କ ସହଯୋଗରେ ସଫଳ ଭାବେ ପରିଚାଳିତ ହୋଇଥିଲା । ଏହି!-->…
Read More...
Read More...
ପରମ୍ପରାର ପୁନରାବୃତ୍ତି ଡାଲଖାଇ ମହୋତ୍ସବ ଅନୁଷ୍ଠିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟରେ ପଦ୍ମପୁରର ସଙ୍ଗୀତ ସମିତି ଆନୁକୂଲ୍ୟରେ ଡାଲଖାଇ ମହୋତ୍ସବ -୨୦୨୫-୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସକାଳ ବେଳା,ବଡ଼ବନ୍ଧ ପୋଖରୀରେ ବାଲିକଢ଼ା, ଘାଟରେ ପୂଜା ଓ ଅନ୍ୟାନ୍ୟ ରୀତିନୀତି!-->…
Read More...
Read More...
ଝାରବନ୍ଧରେ ଜନଅଭିଯୋଗ ଶୁଣାଣି ଶିବିର ଆୟୋଜିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପ୍ରଶାସନଙ୍କ ପ୍ରୟାସରେ ଆଜି ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ସୁସଂଗଠିତ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଆୟୋଜନ କରାଯାଇଥିଲା । ଏହି ଶିବିରରେ ଜନସାଧାରଣଙ୍କ ସମସ୍ୟା ସମାଧାନ ପାଇଁ ପ୍ରଶାସନର ସକ୍ରିୟ ଏବଂ!-->…
Read More...
Read More...
ଦଧିବାମନ ନାଟ୍ୟ କଳା ପରିଷଦ ଯୋଗୀସର୍ଡ଼ାର ପ୍ରସ୍ତୁତି ବୈଠକ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ରାମ ନବମୀ ତିଥିରୁ ରାମଲୀଳା ମହୋତ୍ସବ ଆୟୋଜନ ନିମନ୍ତେ ପଶ୍ଚିମ ଓଡିଶାର ସର୍ବ ପୁରାତନ ଯୋଗୀସର୍ଡ଼ା ସ୍ଥିତ "ଦଧିବାମନ ରାମଲୀଳା ନାଟ୍ୟ କଳା ପରିଷଦ" ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ୧୯୩୧ ମସିହାରୁ ଆରମ୍ଭ ହୋଇଥିବା ଏହି ରାମଲୀଳା!-->…
Read More...
Read More...
କାର୍ଯ୍ୟସ୍ଥଳରେ ମହିଳାମାନଙ୍କୁ ଯୌନ ଉତ୍ପୀଡନ ଓ ସାମାଜିକ କଲ୍ୟାଣ ଯୋଜନା ଅନ୍ତର୍ଗତ ଗଡିଲା ସଚେତନତା ରଥ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ମହିଳାମାନେ କାର୍ଯ୍ୟ ସ୍ଥଳୀରେ ବିଭିନ୍ନ ନିର୍ଯ୍ୟାତନା ତଥା ଉତ୍ପୀଡନର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲୋକ ବିକାଶ ଅଭିଯାନ, ଜନ ଜାଗରଣ ଓ ଏକ୍ସନ୍ ଏଡ ପକ୍ଷରୁ ଏକ ଶ୍ରମିକ ପାଠଶାଳା ତଥା ସଚେତନତା ରଥ ସୋମବାର ସକାଳ ୧୧ ଟାରେ!-->…
Read More...
Read More...
ଡି.ଏ.ଭି. ପବ୍ଲିକ ସ୍କୁଲ ଟିଟିଲାଗଡ ୩୬ ତମ ପ୍ରତିଷ୍ଠା ଦିବସ ପାଳନ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସୋମବାର ଦିନ ଡି.ଏ.ଭି ପବ୍ଲିକ ସ୍କୁଲ ପରିସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଳକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା । ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ମହାଦେବ ସାହୁ ଓ ଭୂଗୋଳ ଶିକ୍ଷକ ଅଜୟ ନାଗ ଡି.ଏ.ଭି ବିଦ୍ୟାଳୟର!-->…
Read More...
Read More...
ମାର୍ଚ୍ଚ ୨୩, ୨୦୨୬ : ବିଶ୍ୱ ପାଣିପାଗ ଦିବସ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମ୍ଓ)୧୯୫୦ ମସିହାରେ "ବିଶ୍ୱ ପାଣିପାଗ ବିଜ୍ଞାନ ଦିବସ" ପ୍ରତିଷ୍ଠା କରିଥିଲା । ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନର ପୂର୍ବାନୁମାନ କରିବାରେ ସାହାଯ୍ୟ କରିବା ପାଇଁ ୨୩ ମାର୍ଚ୍ଚ ୧୯୫୦ରେ ଏହି ଦିନ ପ୍ରଥମେ ଘୋଷଣା!-->…
Read More...
Read More...
ପୋଡ଼କାଷ୍ଟ ଚ୍ୟାନେଲ “ନୟାଦୌର” ଉନ୍ମୋଚିତ
ବ୍ରହ୍ମପୁର, (କେପିଏନ୍ଏସ୍) : ସୂଜନୀର ପ୍ରତିଷ୍ଠାତା ବନ୍ଦିତା ତ୍ରିପାଠୀଙ୍କ ପ୍ରୟାସରେ ବ୍ରହ୍ମପୁରର ଖୋଦାସିଙ୍ଗି ସ୍ଥିତ"ଗ୍ରୀଲଇନ୍" ଠାରେ ପୋଡକାଷ୍ଟ ଚ୍ୟାନେଲ୍ "ନୟାଦୌର"ର ଉନ୍ମୋଚନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସହରର ବହୁତ ଶିକ୍ଷାବିତ ଓ ସୋସିଆଲ ଏକ୍ଟିଭିଷ୍ଟସ!-->…
Read More...
Read More...