Browsing Category

ଓଡିଶା

ପାଣିଟାଙ୍କିରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର

ତୁଷୁରା, (ଖୁସିରାଣୀ ସାହୁ) : ପାଣିଟାଙ୍କିରେ ପଡିଛି ଅଜଣା ମୃତଦେହ ଉଦ୍ଧାର କଲା ପୋଲିସ । ତୁଷୁରା ଥାନା ଡ଼ାହିମାଲ କଲେଜ ନିକଟସ୍ଥ ପୋଲ ପାଖରେ ଥିବା ଟାଙ୍କି ଭିତରେ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇବା ପରେ ପୋଲିସକୁ ଖବର ଦେଇଥିଲେ । ଦୀର୍ଘ ୧୫ ଦିନ ଧରି ଅଜଣା ବ୍ୟକ୍ତିଙ୍କ
Read More...

ଶିକ୍ଷକ ସୁରେଶ ବାରିକଙ୍କୁ ଡକ୍ଟରେଟଉପାଧି : ଶିକ୍ଷା ଜଗତରେ ଉଲ୍ଲାସ

ବଲାଙ୍ଗିର (କେପିଏନ୍‌ଏସ୍‌) : ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ରିଜିଓନାଲ କଲେଜ ଅଫ ମେନେଜମେଣ୍ଟର ପ୍ରେକ୍ଷାଳୟ ଠାରେ ୱାର୍ଲଡ଼ ଚେରିଟି ୱେଲଫେୟାର ଫାଉଣ୍ଡେସନର ଶାଖା ଜ୍ଞାନଦାନ ସମ୍ମାନ ସୂଚକ ଡକ୍ଟରେଟ ପୁରସ୍କାର ଫାଉଣ୍ଡେସନ ତରଫରୁ ରାଜ୍ୟସ୍ତରୀୟ ଇଣ୍ଡିଆନ ଆୱାର୍ଡ ସେରେମୋନୀ ଅନୁଷ୍ଠିତ
Read More...

ଶ୍ରୀ ଶ୍ରୀ ନୃସିଂହନାଥ ଜନ୍ମୋତ୍ସବ ବୈଶାଖ ମେଳା ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ସଭାଗୃହରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟି ତଥା ଅତିରିକ୍ତ ବିଡ଼ିଓ ଦେବାଶିଷ ସିଂହ୍ନାଙ୍କ ସଭାପତିତ୍ୱରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ବୈଶାଖ ମେଳା ପାଇଁ
Read More...

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ନେତୃତ୍ୱରେ ରେଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସାଂସଦ ପ୍ରତିନିଧି ଦଳ : ଖଡ଼ଗପୁର ଠାରେ…

• ଖଡ଼ଗପୁରର ନ୍ୟୁ ସେଟେଲମେଣ୍ଟ ଅଞ୍ଚଳରେ ଥିବା ପ୍ରାୟ ୫୯୧୫ ବର୍ଗ ମିଟର ରେଳ ଜମିକୁ 'ରେଲୱେ ଏମ୍ପ୍ଲୋଇ କଲଚରାଲ ଆସୋସିଏସନ' ନାମରେ ନିୟମିତ କରିବା ପାଇଁ ହସ୍ତକ୍ଷେପ• ୧୯୯୯ ମସିହାରେ ଓଡ଼ିଶାର ତତ୍କାଳୀନ ସାଂସଦମାନେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ପତ୍ର ଲେଖିଥିଲେ•
Read More...

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ ପାଇଁ ଏଡିଏମ୍‌ଙ୍କୁ ଦାବିପତ୍ର ପ୍ରଦାନ କଲେ ଅଞ୍ଚଳବାସୀ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଆରୋଗ୍ୟ ମନ୍ଦିର ଠାରୁ ତାଳଭଟା ପ୍ରହରୀ ମଣ୍ଡପ- ସାପ୍ତାହିକ ବଜାର-ମାଲପଡା ଭାୟା ବରତୁଣ୍ଡା ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ଅଞ୍ଚଳବାସୀଙ୍କ
Read More...

ବାସନ୍ତୀ ପରିଷଦ ପକ୍ଷରୁ ୫୧ତମ ମା’ ବାସନ୍ତୀ ଦୁର୍ଗାପୂଜା ବେଶ୍ ଧୂମଧାମରେ ପାଳନ ନେଇ ସମସ୍ତ ପ୍ରସ୍ତୁତି ଶେଷ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ଚଳିତ ବର୍ଷ ସହରର ପ୍ରାଚୀନ ତଥା ପୁରାତନ ସାଂସ୍କୃତିକ ସଂଗଠନ ବାସନ୍ତୀ ପରିଷଦ ପକ୍ଷରୁ ୫୧ତମ ଶ୍ରୀ ଶ୍ରୀ ବାସନ୍ତୀକ ଦୁର୍ଗାପୂଜା ମହାସମାରୋହରେ ପାଳନ ହେବାକୁ ଯାଉଛି । ଆଜି ସଂଧ୍ୟାରେ ବିଲ୍ୱାଧିବାସ ସହ ଆସନ୍ତାକାଲି ମହାସପ୍ତମୀ ପୂଜା
Read More...

ପ୍ରସିଦ୍ଧ ଦୟଣାଚୋରି କୁଞ୍ଜ ମେଳଣ ପାଇଁ ସମନ୍ୱୟ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୟଣାଚୋରି ପର୍ବ ଅନୁରୂପ ଡେଲାଙ୍ଗ ବ୍ଲକ ତଥା ପୁରୀ ଜିଲ୍ଲାର ସର୍ବବୃହତମ ଗ୍ରାମ ଘୋରଡିଆ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀରାଧାକାନ୍ତ ଦେବ ଓ ଶ୍ରୀଶ୍ରୀ ରାଧାମୋହନ ଦେବଙ୍କ ଐତିହାସିକ ପ୍ରସିଦ୍ଧ ଦୟଣାଚୋରି କୁଞ୍ଜ
Read More...

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ବରଗଡ଼ ସାଂସଦ

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ରେଳ ସଂଯୋଗୀକରଣ, ଟ୍ରେନ ନିୟମିତକରଣ, ରହଣି, ଭିତ୍ତିଭୂମି ବିକାଶ ଏବଂ ଯାତ୍ରୀ ସୁବିଧା ପାଇଁ
Read More...

ଜିଲ୍ଲା ସଂସ୍କୃତି ବିଭାଗ ମ୍ୟୁଜିୟମରେ ପଣ୍ଡିତ ଗୌରୀ ଶଙ୍କର ଆଚାର୍ଯ୍ୟଙ୍କ ତୈଳ ପଟ୍ଟଚିତ୍ର ସ୍ଥାନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଂସ୍କୃତି ବିଭାଗ (ଛତ୍ରପୁର) କାର୍ଯ୍ୟାଳୟ ପରିସରରେ ଥିବା ସଂଗ୍ରାହାଳୟ (ମ୍ୟୁଜିୟମ୍)ରେ ଆନୁଷ୍ଠାନିକ ଭାବେ ଲୋକାର୍ପଣ ସହ ପଣ୍ଡିତ ଗୌରୀ ଶଙ୍କର ଆଚାର୍ଯ୍ୟଙ୍କ ତୈଳ-ପଟ୍ଟଚିତ୍ର ଉନ୍ମୋଚନ ହୋଇ ମ୍ୟୁଜିୟମ୍‌ରେ ସ୍ଥାନୀତ କରାଯାଇଛି ।
Read More...

ପ୍ରଥମେ ଥଇଥାନ ତା ପରେ ଉଚ୍ଛେଦ : ଦାବି କଲେ ପଡାବାସୀ

ବରଗଡ, (ମୁନ୍ନା ସାହୁ) : ଜବର ଦଖଲ ଉଚ୍ଛେଦକୁ କଲେ ବିରୋଧ ୱାର୍ଡ ନମ୍ବର ୧୪ ବାସିନ୍ଦା । ବରଗଡ଼ ସହରର କେନାଲ ଡ଼ିହି ଅଞ୍ଚଳରେ ଥିବା ଜବର ଦଖଲ ଉଚ୍ଛେଦକୁ ବିରୋଧ କରିଛନ୍ତି ପଡାବାସୀ । ଥଇଥାନ ପରେ ଉଚ୍ଛେଦ କରିବାକୁ ଦାବି କଲେ ପଡବାସୀ । ଦୀର୍ଘ ବର୍ଷ ଧରି କେନାଲ ଡ଼ିହିରେ ପ୍ରାୟ ୫୦୦
Read More...