Browsing Category
ଓଡିଶା
‘ଇନସ୍ପାଏରିଂ ଇନୋଭେଟର୍ସ’ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ନେଟଫ୍ଲିକ୍ସ ସହିତ ଭାରତ ସରକାରଙ୍କ ସହଭାଗିତା
● ସହଭାଗିତାରେ ସାମିଲ ହେଲେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ● ଆତ୍ମନିର୍ଭର ଭାରତ ସଂକଳ୍ପ ସହିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଲାଗି ଭାରତର ଉଦୀୟମାନ ନୂତନ ଉଦ୍ଭାବନ ପରିବେଶକୁ ଆଧାର କରି ପ୍ରସ୍ତୁତ ହେଲା ଆଠଟି କ୍ଷୁଦ୍ର ଚଳଚ୍ଚିତ୍ର
!-->!-->…
Read More...
Read More...
ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି
ଭୁବନେଶ୍ୱର, ପିଆଇବି) : ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରର ସମାଚାର ପ୍ରଭାଗରେ ନବନିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ପ୍ରଶିକ୍ଷାର୍ଥୀ ସାମ୍ବାଦିକମାନଙ୍କୁ ନେଇ ଆଜି ଏକ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର!-->…
Read More...
Read More...
ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଅଭିନବ ଚିନ୍ତାଧାରା, ଉର୍ଜ୍ଜା ଓ ଉଦ୍ଦେଶ୍ୟ ସହ ଯୁବଶକ୍ତି ରାଷ୍ଟ୍ରନିର୍ମାଣରେ ଆଗୁଆ ରହିଛି : ପ୍ରଧାନମନ୍ତ୍ରୀସ୍ବାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଯୁବପିଢିଙ୍କୁ ଅନୁପ୍ରାଣିତ କରିଚାଲିଛିଯୁବପିଢ଼ି ଉପରେ ସ୍ପଷ୍ଟ ଧ୍ୟାନ ଦେଇ, ଆମେ ବିଭିନ୍ନ ଯୋଜନା ପ୍ରଣୟନ କରିଛୁ; ଏହାପରେ ହିଁ ଭାରତରେ!-->…
Read More...
Read More...
ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ
• ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’କୁ ସଫଳ କରିବା ପାଇଁ ନେବା ଦୃଢ଼ ସଂକଳ୍ପ - ଧର୍ମେନ୍ଦ୍ର ପ୍ରଧାନ• ସ୍ୱତନ୍ତ୍ର ଇ-ଶପଥ ପ୍ଲାଟଫର୍ମ ଓ ମୋବାଇଲ୍ ଆପ୍ଲିକେସନ ଉନ୍ମୋଚନ କଲେ ମାନ୍ୟବର ଉପରାଷ୍ଟ୍ରପତି• ନିଶାମୁକ୍ତ, ସୁସ୍ଥ ତଥା ସଶକ୍ତ ଭାରତ ନିର୍ମାଣରେ ଅଗ୍ରଣୀ ଭୂମିକା ନିର୍ବାହ କରିବାକୁ!-->…
Read More...
Read More...
ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ତୁଷୁରା ସ୍ଥିତ ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ସାଇବର ସେଲ ଆଇଆଇସି ଭାରତୀ ନାୟକ ଓ ଜାତୀୟ ସ୍ତରୀୟ ଟାଇକଣ୍ଡୋ କୋଚ ତଥା ସେଲ୍ପ ଡିଫେନ୍ସ!-->…
Read More...
Read More...
ହରଗୌରୀ ମକର ମହୋତ୍ସବ ୨୦୨୬ ଉଦଘାଟିତ
ବଲାଙ୍ଗିର/ସଦରବ୍ଲକ, (ରାଜେଶ ଦଣ୍ଡସେନା) : ଶିବତଲା, ଲୁଚକିବଂଧ ଓ ରଘୁମଣିପାଳି ଗ୍ରାମବାସୀଙ୍କ ମିଳିତ ଆନୁକୁଲ୍ୟରେ ମକର ମହୋତ୍ସବ ୨୦୨୬ ହରଗୌରୀ ମନ୍ଦିରରେ ଉଦଘାଟିତ ହୋଇଯାଇଛି । ପ୍ରଥମ ଦିବସରେ କଳସ ଯାତ୍ରା ସହିତ ସନ୍ଧ୍ୟାରେ ମକର ମହୋତ୍ସବକୁ ସରପଞ୍ଚ ଶ୍ରୀମତୀ ଶୁଭଶାନ୍ତି ମାଝୀଙ୍କ କର!-->…
Read More...
Read More...
ଲୋଇସିଂହାରେ “ଧାରଣୀୟ ଜୀବନ ଶୈଳୀ” ପ୍ରଦର୍ଶନୀ ଅନୁଷ୍ଠିତ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟ ଠାରେ "ଧାରଣୀୟ ଜୀବନ ଶୈଳୀ" ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହାର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଅକ୍ଷୟ ପାଣି ଉଦୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ!-->…
Read More...
Read More...
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ ହଲ ଠାରେ ଆଭାସୀ ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ ଟି ପ୍ରକଳ୍ପର…
ବୌଦ୍ଧ, (କେପିଏନ୍ଏସ୍) : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ ହଲ୍ ଠାରେ ଆଭାସୀ ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ ଟି ରାସ୍ତାର ଉନ୍ନତି କରଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଭୁବନେଶ୍ୱର ଠାରେ ଆୟୋଜିତ ଉତ୍ସବରୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ!-->…
Read More...
Read More...
ବଲାଙ୍ଗିର ସାଲେଭଟା ଚଣ୍ଡି ମନ୍ଦିରରୁ ଚୋରି
ବଲାଙ୍ଗିର, (କେପିଏନ୍ଏସ୍) : ମା' ଚଣ୍ଡୀଙ୍କ ମନ୍ଦିରରୁ ଚୋରି । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସାଲେଭଟା ମା' ଚଣ୍ଡୀଙ୍କ ମନ୍ଦିରରେ । ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମା'ଙ୍କ ମନ୍ଦିରର ତାଲା ଭାଙ୍ଗି ମନ୍ଦିରରୁ ଚୋରି କରିନେଇଛନ୍ତି । ମା'ଙ୍କ ରୂପା ମୁକୁଟ, ସୁନା ନଥୁଣି ସହ!-->…
Read More...
Read More...
ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ଦ୍ଵାରା ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ବଲାଙ୍ଗିର କଲେଜ ଠାରେ ସଡ଼କ ସୁରକ୍ଷା…
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ଦ୍ଵାରା ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ବଲାଙ୍ଗିର କଲେଜ ଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଏହା!-->…
Read More...
Read More...