Browsing Category

ଓଡିଶା

ଅଲ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଙ୍ଘ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ଜିଲ୍ଲାପାଳଙ୍କୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା…

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭାରତୀୟ ମଜଦୁର ସଙ୍ଘ ଦ୍ଵାରା ପରିଚାଳିତ ଅଲ୍ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଙ୍ଘ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ମା' କାଳୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ
Read More...

ଅଙ୍ଗନଦୀରେ ମାତିଛନ୍ତି ବାଲିଚୋର

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଦେଇ ବହିଯାଇଥିବା ଅଙ୍ଗନଦୀରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ କ୍ରମଶଃ ବଢ଼ିବାରେ ଲାଗିଛି । ପୂର୍ବରୁ ବର୍ଷର ଅଧିକାଂଶ ସମୟ ଏହି ନଦୀରେ ଜଳଧାରା ବହୁଥିବା ବେଳେ ଗତ କିଛି ବର୍ଷ ହେଲା ବର୍ଷାଦିନ ବ୍ୟତିତ ବାକି ସମୟ ନଦୀଟି
Read More...

ଶକ୍ତି ସଂରକ୍ଷଣ ପାଇଁ ବିଭିନ୍ନ ଦେଶମାନଙ୍କ ଦ୍ୱାରା କଠୋର ପଦକ୍ଷେପ

ଭୁବନେଶ୍ୱର, (ପିଆଇବି) : ମଧ୍ୟପ୍ରାଚ୍ୟରେ ଶତ୍ରୁତା ବୃଦ୍ଧି ବିଶ୍ୱ ଶକ୍ତି ବଜାରରେ ଏକ ଅଭୂତପୂର୍ବ ସଙ୍କଟ ସୃଷ୍ଟି କରିଛି, ଯାହା ବିଶ୍ୱର ଦେଶଗୁଡ଼ିକୁ ଇନ୍ଧନ ସଂରକ୍ଷଣ, ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେବା ଏବଂ ସେମାନଙ୍କ ଜନସଂଖ୍ୟା ପାଇଁ ନିରନ୍ତର ଶକ୍ତି ଉପଲବ୍ଧତା
Read More...

ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

ଓଡ଼ିଶାରେ ଜୀବାଣୁ ପ୍ରଭାବିତ ମାଟି ସମସ୍ୟାର ସମାଧାନ ପାଇଁ ସିପିଆରଆଇ ଗବେଷଣା କରୁଛି : ନିର୍ଦ୍ଦେଶକ ଡକ୍ଟର ବ୍ରଜେଶ ସିଂହ ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱର ଆନୁକୂଲ୍ୟରେ ହିମାଚଳ ପ୍ରଦେଶ ଗସ୍ତରେ ଥିବା ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ସିମଲାସ୍ଥିତ ଆଇସିଏଆର-କେନ୍ଦ୍ରୀୟ ଆଳୁ
Read More...

କଟକସ୍ଥିତ ଆଇ. ସି. ଏ. ଆର୍. – କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଉତ୍ତରାଖଣ୍ଡର ଗଣମାଧ୍ୟମ…

ଭୁବନେଶ୍ୱର, (ପିଆଇବି) : ଉତ୍ତରାଖଣ୍ଡର ପ୍ରମୁଖ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ୧୩ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ନେଇ ଗଠିତ ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି କଟକସ୍ଥିତ ଆଇସିଏଆର-କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (ସିଆରଆରଆଇ) ପରିଦର୍ଶନ କରି ଧାନ ଚାଷ କ୍ଷେତ୍ରରେ ଏହାର ଗବେଷଣା, ବିକାଶମୂଳକ
Read More...

ଓଡ଼ିଶା ରାଜ୍ୟପାଳଙ୍କୁ ଭେଟିଲେ ଉତ୍ତରାଖଣ୍ଡର ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର, (ପିଆଇବି) : ଉତ୍ତରାଖଣ୍ଡର ବରିଷ୍ଠ ସାମ୍ବାଦିକମାନଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ଲୋକଭବନଠାରେ ଓଡ଼ିଶା ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତିଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ରାଷ୍ଟ୍ରୀୟ ଏକତା ପରମ୍ପରାର ଏକ ଜ୍ୱଳନ୍ତ ଉଦାହରଣ
Read More...

ସିପିଗ୍ରାମ୍ସ ପୋର୍ଟାଲରେ ଅଭିଯୋଗର ମିଳିଲା ସୁଫଳ

ଢେଙ୍କାନାଳରେ ପାନୀୟ ଜଳ ଏବଂ ମୟୂରଭଞ୍ଜରେ ପରିମଳ ସମସ୍ୟାର ହେଲା ସମାଧାନ ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗର ସିପିଗ୍ରାମ୍ସ ପୋର୍ଟାଲ୍ ସାଧାରଣ ଲୋକଙ୍କ ଅଭିଯୋଗ ସମାଧାନ ଲାଗି କିଭଳି ଏକ ପ୍ରଭାବୀ ମାଧ୍ୟମ ପାଲଟିଛି ତାହାର
Read More...

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ରାଜ୍ୟସଭାକୁ ସମ୍ବୋଧିତ କଲେ- ପ୍ରଧାନମନ୍ତ୍ରୀ

ସାରା ବିଶ୍ୱରୁ ଆସିଥିବା ଅନେକ ଜାହାଜ ହର୍ମୁଜ୍ ପ୍ରଣାଳୀରେ ଫସି ରହିଛନ୍ତି, ଯେଉଁଥିରେ ବହୁ ସଂଖ୍ୟକ ଭାରତୀୟ ସଦସ୍ୟ ଅଛନ୍ତି । ଏହା ଭାରତ ପାଇଁ ମଧ୍ୟ ଚିନ୍ତାର ଏକ ପ୍ରମୁଖ କାରଣ : ପ୍ରଧାନମନ୍ତ୍ରୀଏପରି ଏକ ଗମ୍ଭୀର ପରିସ୍ଥିତିରେ, ଭାରତ ସଂସଦର ଏହି ଉଚ୍ଚ ସଦନ ସମଗ୍ର ବିଶ୍ୱକୁ ଶାନ୍ତି ଏବଂ
Read More...

କନ୍ଧପାଲିପଡ଼ା ପୋଖରୀ ପୁନଃଉଦ୍ଧାର ସକାଶେ କଟା ହେଲା ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବହୁ ପୁରୁଣା କନ୍ଧପାଲିପଡ଼ାର ପୋଖରୀ ପୁନଃଉଦ୍ଧାର ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି ବଲାଙ୍ଗିର ପୌରରିଷଦ । ଏହି ପୋଖରୀ ଉପରେ ନିର୍ଭର କରୁଥିବା ଅଂଚଳବସୀମାନେ ଦୀର୍ଘ ଦିନ ହେଲା ପୋଖରୀର ଅବ୍ୟବସ୍ଥା ତଥା ଡ୍ରେନେଜ ପାଣି ପୋଖରୀକୁ ପଶି ଦୂଷିତ
Read More...

ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ବ୍ଲକ୍ ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ମ୍ୟୁନିସିପେଣ୍ଠ ଠାରେ ବ୍ଲକ୍ ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ରୂପେ ଛତ୍ରପୁର ବ୍ଲକ ଉନ୍ନୟନ ଅଧିକାରୀ ସମ୍ବିତ୍ ସଂଗ୍ରାମଜିତ୍ ସାହୁ, ବ୍ଲକ ଉପାଧ୍ୟକ୍ଷା
Read More...