Browsing Category

ଓଡିଶା

ପାଞ୍ଚ ଦିନିଆ ଆନ୍ତଃରାଜ୍ୟ ଜେଆର୍‌ସି ଶିକ୍ଷା ଓ ତାଲିମ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର : ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ୱାବଧାନ ତଥା ଅଧ୍ୟକ୍ଷତାରେ ଏକ ପାଞ୍ଚ ଦିନିଆ ଆନ୍ତଃରାଜ୍ୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିସରରେ
Read More...

ଆଇସିଏସ୍‌ଡବ୍ଲ୍ୟୁଇର ଜାତୀୟ ଅଧ୍ୟକ୍ଷ ସୁବୀର ପାଳଙ୍କ ଦ୍ୱାରା ଓଡିଶାର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କ ସହ…

ଭୁବନେଶ୍ୱର : ଆଇସିଏସ୍‌ଡବ୍ଲ୍ୟୁଇ, ନୂଆଦିଲ୍ଲୀର ଜାତୀୟ ଅଧ୍ୟକ୍ଷ ସୁବୀର ପାଳ ଓଡିଶାର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କ ସହ ଶିଷ୍ଟାଚାର ଭେଟ କରିଥିଲେ । ଏହି ଅବସରରେ ତାଙ୍କ ସହ ଜାତୀୟ ମହାସଚିବ ଶ୍ରୀମତୀ ହେମା ଏକ୍କା ଏବଂ ଆଇସିସିଏସଡବ୍ଲ୍ୟୁଇ (ମହିଳା ପ୍ରକୋଷ୍ଠ), ଓଡିଶାର ରାଜ୍ୟ
Read More...

ପଞ୍ଚାୟତ ସମିତି ପରିସରରେ “ସୁଭଦ୍ରା ମିଶନ ଶକ୍ତି କାଫେ” ଉଦଘାଟିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ପଞ୍ଚାୟତ ସମିତି ପରିସରରେ ଥିବା ସୁଭଦ୍ରା ମିଶନ ଶକ୍ତି କାଫେକୁ ଫୁଲବାଣୀର ପି ଡି ଶମ୍ଭୁନାଥ ନନ୍ଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ
Read More...

ତାଲପାଲିପଡା ଶ୍ରୀରାମ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ କଳିକେଶ

କଲ୍ୟାଣମଣ୍ଡପ ଓ ବନ୍ଧ ପୁନଃଉଦ୍ଧାର କାମ ଭେଟିଦେଲେ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଯାଇଛି । ଆଜି ଶେଷଦିନରେ ହୋମଯଜ୍ଞ ସହିତ ପ୍ରଭୁ ଶ୍ରୀରାମ, ସିତାମାତା, ଲକ୍ଷ୍ମଣ ଓ
Read More...

ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବେହେରେନସିଲେଟ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ୨୦୨୫-୨୬ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଟ୍ରକ ଧକ୍କାରେ ଟ୍ରାକ୍ଟର ଦୁଇ ଫାଳ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡରୁ କେସିଙ୍ଗା ଯିବା ରାସ୍ତା ଦେଶିଲ ଜ୍ୟୋତି ବିହାର ଫାର୍ମ ନିକଟରେ ଏପି ୩୯ ୱାଇ୭୫୬୬ ବିଶିଷ୍ଟ ଟ୍ରକ ସୋନାଲିକା ଟ୍ରାକ୍ଟର ଇଞ୍ଜିନ ନମ୍ବର ଓଆର୧୭କେ୭୪୫୭ ଏବଂ ଟ୍ରାକ୍ଟର ଡାଲା ଓଆର ୨୬ଏ୬୫୭୯ ଗାଡ଼ିକୁ ସାମ୍ନା ପଟୁ ଧକ୍କା ଦେବାରୁ ଟ୍ରାକ୍ଟର
Read More...

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗ ଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର, (ପିଆଇବି): ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ସିକନ୍ଦରାବାଦ ସ୍ଥିତ ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗ ଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି । ବୌଦ୍ଧିକ ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ପ୍ରତିଷ୍ଠାନର ବିଭିନ୍ନ ପଦକ୍ଷେପ ଏବଂ ସେବା ସମ୍ପର୍କରେ ସେମାନେ ଜ୍ଞାନ
Read More...

ରାୟଗଡା ଜିଲ୍ଲାର ଗୁମା ଘାଟିରେ ସଡ଼କ ଦୁର୍ଘଟଣା ୨ ଜଣ ଆହତ : ଜଣେ ଗୁରୁତର

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଜୟପୁରରୁ ଗୋଟିଏ ପରିବାର ନିଜ ଗାଁ ଆସ୍କାକୁ କାର ଯୋଗେ ଯାଉଥିବା ବେଳେ ଗୁମା ଘାଟିରେ କାରଟି ଓଲଟି ପଡିଥିଲା, ଯାହାଫଳରେ ଗୋଟିଏ ପରିବାରର ୪ ଜଣ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ । କାରଟି ଭାର ସାମ୍ୟହରାଇ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ଘଟିବା
Read More...

କଂଗ୍ରେସ ପକ୍ଷରୁ ପଞ୍ଚାୟତ ସ୍ତରୀୟ ନୂତନ ସଭାପତିଙ୍କ ନାମ ଘୋଷଣା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ କଂଗ୍ରେସ ସଭାପତି ରବୀନ୍ଦ୍ର ନାୟକଙ୍କ ତତ୍ୱାବଧାନରେ କୁଇ କୁଳ ସମିତି କାର୍ଯ୍ୟାଳୟ ପରିସରରେ ନୂତନ ବ୍ଲକ କମିଟି ଗଠିତ ହେବା ସହ ପଞ୍ଚାୟତ ସଭାପତିଙ୍କ ନାମ ଘୋଷଣା ନିମନ୍ତେ ଏକ
Read More...

ଟିକାବାଲି ଲ୍ୟାମ୍ଫ ସମିତିର ବାର୍ଷିକ ସାଧାରଣ ସଭା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତିଲିଃ.ର କଟିମାହା ଗ୍ରାମପଞ୍ଚାୟତ ଗୃହ ଠାରେ ୨୦୨୫/୨୬ ଆର୍ଥିକ ବର୍ଷର ସାଧାରଣ ବାର୍ଷିକ ସଭା ଲ୍ୟାମ୍ପ ସଭାପତି ଅଭିମନ୍ୟୁ ମଲିକଙ୍କ
Read More...